କରିଆର୍ ଭେନ୍ ଓ ବୋଲେର ପିକ ଅପ୍ ମୁହଁl ମୁହିଁ ।

କନ୍ଧମାଳ , ଫିରିଙ୍ଗିଆ ଆଜି ସ୍ଥାନୀୟ କୁଡିକି ଘ।ଟି ର ମଧ୍ୟ ଭାଗରେ ଯଥା ସରୁକୁଇ ଛକ ରେ ଫୁଲବାଣୀ ପଟୁ କିଛି ଦୈନିକ ବ୍ୟବହାରିକ ଜିନିଷ ନେଇ ଯାଉଥିବା କରିଓର ଭେନ ଯାହାର ନ -ODO7AC 2725 ଯାଉଥିବା ସମୟରେ ଉପର ପଟୁ ଯଥା ଦାରିଂବାଡ଼ି ରୁ ଫିଟନେସ ପାଇଁ ଫୁଲବାଣୀ R T O ଅଫିସ ଯାଉଥିବା ବୋଲେର ପିକପ୍ ଯାହାର ନ -0112A 6848 କ୍ୟାରିୟର ଭେନ ସହିତ ମୁହଁ। ମୁହିଁ ହୋଇଥିଲେ ସୁଖର କଥା ଏହା ଯେ କାହାର କିଛି କ୍ଷତି ହୋଇଥ ନ ଥିବା ସେଠାରେ ଥିବା ପୁଲିସ ଭାଇ ମାନ ଙ୍କ ପାଖରୁ ଶୁଣି ବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *