ଧାମରା ଠାରେ ବୋଇତ ବନ୍ଦାଣ,ସାଧବ ପୁଅ ମାନଙ୍କୁ ସ୍ବାଗତ

ଆଜି ଧାମରା ଠାରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ସାଧବ ପୁଅ ମାନଙ୍କୁ ସ୍ଵାଗତ କରିବା ସହିତ ମା ଧାମରାଇ ମନ୍ଦିରରେ ପୂଜାର୍ଚ୍ଚନା କଲେ ଓଡ଼ିଶା ସରକାରର ମାନନୀୟ ଉପମୁଖ୍ୟମନ୍ତ୍ରି ପ୍ରଭାତି ପରିଡ଼ା, ମାନନୀୟ ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ, ଭଦ୍ରକର ମାନନୀୟ ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ , ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ, ଭଦ୍ରକର ମାନନୀୟ ବିଧାୟକ ଶ୍ରୀଯୁକ୍ତ ସିତାଂସୂ ସେଖର ମହାପାତ୍ର, କୋରେଇର ମାନନୀୟ ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସ ନାୟକ ଓ ଅନ୍ୟ ବରିଷ୍ଠ ନେତୃତ୍ଵ ଏବଂ ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ ।ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ।

Leave a Reply

Your email address will not be published. Required fields are marked *