ଓଡ଼ିଶାର ଅନନ୍ୟ କୃତି ବୋଲି ଅଭିହିତ

ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କାର ଓଡ଼ିଶା ଗସ୍ତରେ ଆସିଥିବା ଅଧିକାରଗଣ ଆଜି ବୟନିକାଠାରେ ଓଡ଼ିଶାର ବୟନ ସଂସ୍କୃତିର ଅପୂର୍ବ ଝଲକ ଦେଖି ଭୂୟସୀ ପ୍ରଶଂସା କରିଥିଲେ ରାଜ୍ୟର ବିଭିନ୍ନ ଅଂଚଳର ଶାଢ଼ୀ ବିଷୟରେ ଜ୍ଞାନ ଆହାରଣ କରିବା ସହ ଏହାକୁ ଓଡ଼ିଶାର ଅନନ୍ୟ କୃତି ବୋଲି ଅଭିହିତ କରିଥିଲେ

Leave a Reply

Your email address will not be published. Required fields are marked *