କୋଣାର୍କ ଉତ୍ସବ
କୋଣାର୍କ ଉତ୍ସବ ଅବସରରେ ମିଡ଼ିଆ ଫୋରମ୍ ପକ୍ଷରୁ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗୀତାAnchor:-କୋଣାର୍କ ଉତ୍ସବ ଅବସରରେ କୋଣାର୍କ ମିଡ଼ିଆ ଫୋରମ୍ ପକ୍ଷରୁ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ପର୍ଯ୍ୟଟନ ବିଭାଗ ଓ କାମତ ହୋଟେଲ୍ ସହାୟତାରେ ମିଡ଼ିଆ ଫୋରମ୍ ସଭାପତି ମିଲନ ମହାନ୍ତିଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କସ୍ତୁରୀ ବାଳା ସାହୁ, ମୁଖ୍ୟ ବକ୍ତା ନିରଞ୍ଜନ ଓଝା ସହ ଅନ୍ୟ ଅତିଥି ମାନେ ଉପସ୍ଥିତି ଥିଲେ।କୋଣାର୍କ ନିକଟବର୍ତି ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନରେ ଥିବା ଛାତ୍ରଛାତ୍ରୀ ମାନଙ୍କୁ ୧ହଜାର, ତିନି ହଜାର ଓ ୪ ହଜାର ପୁରଷ୍କୃତ କରାଯାଇଥିଲା। ଆଗାମୀ ଦିନରେ ଛାତ୍ରଛାତ୍ରୀ ମାନେ ଯେପରି ଧର୍ମପଦ କୋଣାର୍କ ଗର୍ବ ରଖିଥିଲେ ସେହିପରି ହେବାପାଇଁ ପରାମର୍ଶ ଦେଇଥିଲେ ଛାତ୍ରଛାତ୍ରୀମାନଙ୍କୁ ।
କୋଣାର୍କ ରୁ ଜ୍ଞାନ ରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ
