କୋରାପୁଟ ସାଂସଦ ପ୍ରତିନିଧି ଏସ ଜିଭିତେଶ୍ୱର ରାଓଙ୍କ ଦ୍ଵାରା କଂଗ୍ରେସ ଦଳ ପକ୍ଷରୁ ବ୍ୟାଗ ବଣ୍ଟନ

ରାୟଗଡ଼ା ତା ୨୯-୦୨-୨୪ ରାୟଗଡା ବ୍ଲକ ଅନ୍ତର୍ଗତ ଚାନ୍ଦିଲି ପଞ୍ଚାୟତର ବିଭିନ୍ନ ଗ୍ରାମରେ କଂଗ୍ରେସ ଦଳ ପକ୍ଷୁରୁ ଜନ ସଂପର୍କ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୋରାପୁଟ ସାଂସଦ ଶ୍ରୀ ସପ୍ତଗିରି ଉଲ୍ଲକା ଙ୍କ ରାୟଗଡା ବ୍ଳକ ପ୍ରତିନିଧି ଶ୍ରୀ ଏସ ଜିବିତେଶ୍ୱର୍ ରାଓଙ୍କ ପକ୍ଷରୁ ବ୍ୟାଗ ବଣ୍ଟନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତ୍ରୀ ଏନ୍ ଗୌରୀ, ହେମନ୍ତ ପୁଲାକା, ଦିପା ବାଗ ପ୍ରମୁଖ ଯୋଗ ଦେଇଥିଲେ । ଶ୍ରୀନିବାସ ନଗର ଓ କଳାହାଣ୍ଡି ପଡା ରେ ପ୍ରାୟ ୨୦୦ପରିବାରକୁ ଏହି ବ୍ୟାଗ ଦିଆଯାଇଥିଲା ।

ରାୟଗଡ଼ାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *