ଏଡ଼ ଡିଫେନ୍ସ କାଉନସେଲ କାର୍ଯ୍ୟଳୟ ଆଭାସି ମାଧ୍ୟମରେ ଉଦଘାଟିତ

ଜଗତସିଂହପୁର ଜିଲ୍ଲା ସଦରମହକୁମାସ୍ଥିତ ଜିଲ୍ଲା ଆଇନସେବା ପ୍ରାଧିକରଣ କାର୍ଯ୍ୟାଳୟ ପରିସରରେ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟନ୍ୟାୟାଧିଷ ଚକ୍ରଧାରୀ ଶରଣ ସିଂହଙ୍କ ଦ୍ଵାରା ଲିଗାଲ ଏଡ଼ ଡିଫେନ୍ସ କାଉନସେଲ କାର୍ଯ୍ୟଳୟ ଆଭାସି ମାଧ୍ୟମରେ ଉଦଘାଟିତ ହୋଇଯାଇଛି । ଏହାର ଉଦ୍ଦେଶ୍ୟ ଦୀର୍ଘଦିନ ଧରି ଜେଲ ମଧ୍ୟରେ କାରାଦଣ୍ଡ ଭୋଗୁଥିବା ଅଭିଯୁକ୍ତମାନଙ୍କୁ ଲିଗାଲ ଏଡ଼ ନ୍ୟାୟିକ ବ୍ୟବସ୍ଥାରେ ନ୍ୟାୟ ପ୍ରଦାନ କରିବା ଏହି ଲିଗାଲ ଏଡ଼ କାଉନସେଲ କାର୍ଯ୍ୟାଳୟ ଦ୍ୱାରା ପ୍ରଦାନ କରାଯିବ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାର ଜର୍ଜ ଓ ଆଇନିଜୀବୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *