ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର
ସ୍ବାକ୍ଷରକାରୀ ଗଣ ଜଣାଇଛନ୍ତି କି ଗତ ତା.୧୭/୧୦/୨୦୨୪ ରିଖରେ Regd Post ରେ ସରକାରୀ ଚାନ୍ଦବାଲି ମୋଜାର ଥିବା-୧୨୭ ଖାତା ଅନ୍ତରଗତ-୨୬୦ନମ୍ବର ପ୍ଳଟ ଉପେରେ ଜବର ଦଖଲ ସମ୍ବଦ୍ଧରେ ଆପଣଙ୍କୁ ଜଣାଉଥିଲୁ । ତତ କାଳୀନ ତହସିଲଦାର ଅଭିଯୋଗ ପାଇଲା ପରେ କାମ ବନ୍ଦ କରିଥିଲେ ମାତ୍ର ନୂତନ ତହସିଲଦାର ଯୋଗ ଦେବା ପରେ ଉକ୍ତ ସରକାରୀ ଜମିକୁ ଜୋର ଜବରତା ପୂର୍ବକ ବେଆଇନ ଦଖଲକୁ ସ୍ଥାଇ ନିର୍ମାଣ କରାଯାଉଅଛି ।

ଏହା ଚାନ୍ଦବାଲି ଅଞ୍ଚଳରେ ଘୋର ଜନ ଅସନ୍ତୋଷ ସୃଷ୍ଟି କରୁଛି।ଏହି ବେଆଇନ ପୂର୍ବକ ନିର୍ମାଣ ହୋଇଥୁବା ପକ୍କା ପାଚେରୀକୁ ଭାଙ୍ଗି ଦିଆ ନ ଯାଏ, ଚାନ୍ଦବାଲି ଅଞ୍ଚଳରେ ଶାନ୍ତି ସୁଙ୍ଖଳା ବ୍ୟହତ ହେବାର ସମ୍ଭାବନ ସୃଷ୍ଟି ହେବ । ତୁରନ୍ତ ଜବର ଦଖଲ ହୋଇଥିବା ପକ୍କା ପାଚେରୀକୁ ଭାଙ୍ଗିବା ପାଇଁ ଅନୁମତି ଦିଆଯାଉ।
