ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ରକୁ ଚିଠି
#ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ରକୁ ଚିଠି ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ବାତିଲ ନେଇ କେନ୍ଦ୍ରକୁ ଚିଠି…..ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ମନୋହରଲାଲଙ୍କୁ ଚିଠି……ଚିଠି ଲେଖିଲେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର…..୫୦-୫୦ ଭାଗୀଦାରିରେ କରନ୍ତୁ ମେଟ୍ରୋ ପ୍ରକଳ୍ପ…..ଡବଲ ଇଂଜିନ ସରକାର ଅଛି, କେନ୍ଦ୍ର-ରାଜ୍ୟ ମିଶିକି କରନ୍ତୁ…..
