ବିପୁଳ ମାତ୍ରାରେ ନକଲି ଜର୍ଦ୍ଦା ମେସିନ
ଭଦ୍ରକ ପୁରୁଣା ବଜାର ଥାନା ପକ୍ଷରୁ ଗତ କାଲି ଦିନରେ 21 ନମ୍ବର ୱାର୍ଡ ର ହେଲା ସାହି ଗ୍ରାମରେ ବିପୁଳ ମାତ୍ରାରେ ନକଲି ଜର୍ଦ୍ଦା ମେସିନ ଓ ନକଲି ସ୍ପ୍ରୀରିଡି ସହିତ ଗୋପାଳ ଜର୍ଦ୍ଦା ଡବା ଧରିଛି ପୋଲିସ,,ଯାହାର ଆନୁ ମାନିକ ମୂଲ୍ୟ 3 ଲକ୍ଷ୍ୟ ଟଙ୍କା ହେବ ବୋଲି ଭଦ୍ରକ ପୁରୁଣା ବଜାର ଥାନା ଅଧିକାରୀ ନିରୋଜ କୁମାର ସାମଲ କହିଛନ୍ତି, ବେପାରୀ ଧରା ପଡ଼ି ନାହାନ୍ତି କେହି
