ମହାବିଷୁବ ସଂକ୍ରାନ୍ତି

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ମହାବିଷୁବ ସଂକ୍ରାନ୍ତି ଅବସରରେ ଏଲେକ୍ଟ୍ରି ଅଫିସ ତରଫରୁ ଜଳଛତ୍ର ବଣ୍ଟନର ସୁବେବସ୍ଥା କରାଯାଇଥିଲା।ମୁଖ୍ୟ ଅତିଥି ଚନ୍ଦନ ରାଣୀ ସାମନ୍ତ ଯୋଗଦେଇ କହିଥିଲେ ଜେ ପ୍ରତିବର୍ଷ ଜଲଛତ୍ର ବଣ୍ଟନର ଶୁଭାରମ୍ଭ କରାଯାଇଥିବାରୁ ଏଲେକ୍ଟ୍ରି ଅଫିସର ସମସ୍ତ କର୍ମକର୍ତ୍ତା ଭାଇମାନଙ୍କୁ ନିଜର ପରିବାର ସଦସ୍ୟ ବୋଲି କହିଥିଲେ ଏବଂ ସେମାନଙ୍କର ସହଯୋଗରେ ଆଜି ଏହି ଜଳଛତ୍ର ବଣ୍ଟନର ସଫଳ ରୂପାୟନ ହୋଇପାରିଛି ବୋଲି ମତ ରଖି ଥିଲେ।ଶ୍ରୀମତୀ ଚନ୍ଦନା ସାମନ୍ତ ଜଣେ ସେଚାସେବି ଓ ପରୋପକାରୀ ମହିଳା ତାଙ୍କ ନେତୃତ୍ୱରେ ଇସନିବ୍ରହ୍ମପୂର୍ ଗ୍ରାମରେ ଏକ ବୃଦ୍ଧା ଜରାନିବସ ଖୋଲାଯାଇଛି,ଏଥିରେ ଅନୁନ୍ୟ ୩୦ ଜନାଏହି ଜରାଶ୍ରମରେ ଖାଦ୍ୟ ପେୟର ଏବଂ ରହିବାର ସମସ୍ତ ସୁ ବନ୍ଦୋବସ୍ତ କରାଯାଇଛି।ଏହାର ସମସ୍ତ ଅର୍ଥ ରାଶିକୁ ବହନ କରିଥାନ୍ତି।ଚନ୍ଦନ ସାମନ୍ତ ଏହି ବାର୍ଷିକ ଜଲଛତ୍ର ଦାନ ମହତ ଦାନ ଏହି ଭାଗ୍ୟ ସମସ୍ତଙ୍କ ଭାଗ୍ୟରେ ମିଳେ ନାହିଁ ବୋଲି ମତ ରଖିଥିଲେ।ଏହି। ଭାଇମାନଙ୍କର କିପରି ଉନ୍ନତି ହେଉ ବୋଲି ଠାକୁର ଙ୍କ ପାଖରେ ପାର୍ଥନା କରିଥିଲେ।ଏଥିରେ ମୁଖ୍ୟ ବିଜୟ କୁମାର ନାୟକ ସେକ୍ରେଟାରୀ,ସମ୍ପଦ କୁମାର ଚୌଧୁରୀ ସବ୍ ଡିଭିଜନ ସେକ୍ରେଟାରୀ।ତପନ କୁମାର ବାରିକ,ଅରବିନ୍ଦ ବାରିକ,ଅଜୟ କୁମାର ମହାପାତ୍ର ଅର୍ଗା ନାଇଜର ଭାବେ ସାମିଲ ହୋଇଥିଲେ।ଏହି କାର୍ଯ୍ୟରେ ଅମର ରାୟ,ବସନ୍ତ ପଣ୍ଡା,ତନ୍ମୟ ଜେନା,ମହେଶ୍ୱର ବେହେରା,ସୁବାସ ଭୋଇ,ବେଣୁଧର ଭୋଇ,ଶିବ ପ୍ରସାଦ ସେଠି ସହଯୋଗ କରିଥିଲେ

Leave a Reply

Your email address will not be published. Required fields are marked *