ମହାପ୍ରଭୁଙ୍କ ଦୟଣା ଚୋରି ଯାତ୍ରା

ମହାପ୍ରଭୁଙ୍କ ର ଦୟଣା ଚୋରି ଯାତ୍ରା ଜଗନ୍ନାଥ ବଲ୍ଲଭ ମଠରେ ଅନୁଷ୍ଠିତ ହେବ।‌ଏହି ପରିପ୍ରେକ୍ଷୀରେ ଶ୍ରୀକ୍ଷେତ୍ର ଦୟଣା ସେବା ଟ୍ରଷ୍ଟ ତରଫରୁ ଓଡ଼ିଆ ର ବିଭିନ୍ନ ପ୍ରାନ୍ତରୁ 800 ଦୟଣା ଗଛ ଅଣା ଯାଉଛି। ଯାହା ମହାପ୍ରଭୁଙ୍କ ର ଦୟଣା ଚୋରି ପାଇଁ ଜଗନ୍ନାଥ ବଲ୍ଲଭ ମଠ କୁ ହସ୍ତାନ୍ତର କରାଯିବ। ଶ୍ରୀକ୍ଷେତ୍ର ଦୟଣା ସେବା ଟ୍ରଷ୍ଟ ର ପ୍ରଚେଷ୍ଟା ରେ ମହାପ୍ରଭୁଙ୍କ କୋଠ ଭୋଗ ପାଇଁ ଜୈବିକ ପଦ୍ଧତିର ଚାଷ କରାଯାଇ 5 କୁଇଣ୍ଟାଲ୍ ବାସୁମତୀ ଚାଉଳ ଶ୍ରୀମନ୍ଦିର ପ୍ରଶାସନ କୁ ହସ୍ତାନ୍ତର କରାଯିବ।

Leave a Reply

Your email address will not be published. Required fields are marked *