ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି

ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି। ଶ୍ରୀ ପ୍ରସାଦ ନାମକ ଏକ ଅନଲାଇନ ଆପ୍ ରେ ବିକ୍ରି ହେଉଛି ମହାପ୍ରସାଦ। ଏନେଇ ଅନଲାଇନରେ ସମ୍ପୃକ୍ତ ସଂସ୍ଥା ଦେଇଛି ବିଜ୍ଞାପନ। ଶୁଖିଲି ପ୍ରସାଦ ସହିତ ଅନ୍ୟାନ୍ୟ ପ୍ରସାଦ ହୋମ୍ ଡେଲିଭରୀ ନେଇ ଦିଆଯାଇଛି ବିଜ୍ଞାପନ।

Leave a Reply

Your email address will not be published. Required fields are marked *