ଧୁମ୍ ଧାମ ରେ ପାଳନ କରାଗଲା ମହା ଶିବ ରାତ୍ରି

ଧୁମ୍ ଧାମ ରେ ପାଳନ କରାଗଲା ମହା ଶିବ ରାତ୍ରି ।
ଫୁଲବାଣୀ ତା ୨୬/୦୨/୨୦୨୫ ଆଜି ପବିତ୍ର ଶିବରାତ୍ରି ଏହି ପବିତ୍ର ଦିନରେ ଫୁଲବାଣୀ ପୌରପରିଷଦ ୱାର୍ଡ ନ -୨ ଓ ୱାର୍ଡ -୦୩ ର ମଧ୍ୟ ଭାଗରେ ରେ ଥିବା ପ୍ରଭୁ ରମେଶ୍ୱରଙ୍କୁ ଭକ୍ତମାନେ ଅତି ଭକ୍ତିର ସହିତ ପୂଜା କରି ତାଙ୍କରି ଅଶ୍ରିବ।ଦ ଲାଭ କରିବା ପାଇଁ ଏହି ଦିନରେ ଭକ୍ତମାନେ ହଜାର ହଜ।ର ସଂଖ୍ୟା ରେ ଆସିଥାନ୍ତି ।ଏହି ମନ୍ଦିର ପରିଚ।ଳ ନା କମିଟିର ସଭାପତି ଶ୍ରୀ କମଲ କୁମାର ବେହେରା କାର୍ଯ୍ୟ କରୀ ସଭାପତି ବବ୍ରୁ ବ।ହ।ନ ବେହେରା, ଓ ସମ୍ପାଦକ ଅବନୀ କୁମାର ଜନୀ ସହ ସମ୍ପାଦକ ରଞ୍ଜିତ କୁମାର ଦିଗାଲ ଙ୍କ ସୂଚନା ମୁତାବକ ଏହି ମନ୍ଦିର ୧୯୯୯ ମସିହାରେ ପ୍ରତିଷ୍ଠିତ ହୋଇଥିଲା ।ସହରରେ ଅନେକ ଗୁଡ଼ିଏ ଶିବ ମନ୍ଦିର ଅଛି କିନ୍ତୁ କୌଣସି ମନ୍ଦିରରେ ରାମେଶ୍ବର ମହା ପ୍ରଭୁ ନ ଥିବାରୁ ଏହି ଠାରେ ରାମେଶ୍ବର ଠାକୁରଙ୍କୁ ପ୍ରତିଷ୍ଠା କରିଥିବା କଥା ବୁଦ୍ଧିଜୀବୀ, ପଣ୍ଡିତ ଙ୍କ ମହଲରୁ ଶୁଣିବାକୁ ମିଳୁଛି ।ପ୍ରତି ବର୍ଷ ଏଠାକୁ ଭକ୍ତ ମାନେ ଏହାକୁ ଜାଗର କରିବା ପାଇଁ ଆସିଥାନ୍ତି । ଏହି ଦିନ ସମସ୍ତ ଭକ୍ତ ଦିନ ସାର ନିର୍ଜଳ ରହି ରାତ୍ରରେ ଦୀପଜାଳି ମହାଦେବଙ୍କୁ ମନିଶିଥନ୍ତି ।ରାତ୍ର ୧୨ ଘଣ୍ଟିକ। ପରେ ମହା ଦୀପ ଉଠିଲା ପରେ ଏହାର ସମସ୍ତ ରାତ୍ର ପଣ। ସେବନ କରନ୍ତି ।ଭକ୍ତ ଙ୍କ କହିବାନୁଯାୟୀ ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଥୀରେ ସିବରତି ପାଳନ କରାଯାଏ ।କେହି କେହି କହନ୍ତି ପୁରାଣ ବର୍ଣ୍ଣିତ ମମୁଦ୍ର ମନ୍ଥନ ବେଳେ ଯେ ଉଁ ବିସବାହରିଲ। ତାହାକୁ ଏହି ଦିନ ଭଗବାନ ଶିବ ପାନ କରିଥିବାରୁ ଏହି ଦିନକୁ ଶିବରାତ୍ରି କୁହାଯାଏ । ସ୍କନ୍ଦ ପୁରାଣ,ଲିଙ୍ଗ ପୁରାଣ ଓ ଶିବ ପୁରାଣରେ ଅଜ୍ଞାନ ଓ ଅନ୍ଧାରରୁ ମୁକ୍ତି ପାଇବା ପାଇଁ ଶିବରାତ୍ରି ପାଳନ କରାଯାଏ ।ଶିବରାତ୍ରି ଜାଗରଣ ମନ ଇଚେତନ। ବୁଦ୍ଧିରେ ପରିବର୍ତ୍ତନ ଆଣିବା ପାଇଁ ଏହି ରାତ୍ରି ପାଳନ କରାଯାଇଥିବା କଥା କହିବାର ଶୁଣିବାକୁ ମିଳୁଛି ।ଏହି ଦିନ ହି ଶିବ ତାଣ୍ଡବ ନୃତ୍ୟ କରିଥିଲେ ଓ ମାତା ସତୀକୁ ବିବାହ କରିଥିଲେ ପୁରାଣ ରେ ଲେଖାଥିବା କହି ଥିଲେ । ଏହି ପରି ପ୍ରେଖି ରେ ସ୍ଥାନୀୟ କମିଟି ଅଷ୍ଟ ପ୍ରହରନାମ ଯଜ୍ଞ କରି ବିଭିନ୍ନ ଗ୍ରାମରୁ କୀର୍ତ୍ତନ ଥଳ ଆଣି ରାତ୍ରି ଟିକୁ ସରସ ସୁନ୍ଦର କାଯାଏ ସମସ୍ତ ଭକ୍ତ ପାଇଁ ପ୍ରସାଦ ଆୟାଜନ କରାଯାଇଥାଏ ।ପରଦିନ ସମସ୍ତ କୀର୍ତ୍ତନ ଥଳ ଓ କମିଟି ର ସଦସ୍ୟ ଓ ଭକ୍ତ ମିଶି ଦହି ହାଣ୍ଡି ଧରି ଉକ୍ତ ପୂଜାକୁ ବିସର୍ଜନ କରିବା ପାଇଁ ହୋଲି ଖେଳି ଆନନ୍ଦ ଉଲ୍ଲାସରେ ବାହାରି ଥିବା କଥା କମିଟି ସଭାପତି କମଳ କୁମାର ବେହେରା କହିଥିବା ଶୁଣିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *