ମୁଖ୍ୟ କିରାଣୀ ଙ୍କ ଅବସର କାଳୀନ ସଭା
ମୁଖ୍ୟ କିରାଣୀ ଙ୍କ ଅବସର କାଳୀନ ସଭା
ଆନନ୍ଦପୁର ମହାବିଦ୍ୟାଳୟ ର ଷ୍ଟାଫ କମନ ରୁମ୍ ରେ ମହାବିଦ୍ୟାଳୟ ର ମୁଖ୍ୟ କିରାଣୀ ଲକ୍ଷ୍ମୀଧର ପାତ୍ର ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି
ଷ୍ଟାଫ୍ ଆସୋସିଏସନ୍ ର ସଭାପତି ଡକ୍ଟର ନିମାଇଁ ଚରଣ ରାଉତ ଙ୍କ ସଭାପତିତ୍ୟ ରେ ସମ୍ପାଦିକା ଭାରତୀ ସାହୁ ସମ୍ମାନିତ ଅତିଥିଓ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଯୁକ୍ତ ପାତ୍ର ଙ୍କ କର୍ମ ମୟ ଜୀବନ ଉପରେ ଆଲୋଚନା କରିଥିଲେ
କବିତା ପାଠ,ଭଜନ ଓ ଅଭି ଭାଷଣ ରେ ସଭା ସ୍ଥଳୀ ରେ ଭାବ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଥିଲା
ରଘୁ ଦୀପ୍ତି ନାୟକ ମା ନ ପତ୍ର ପଠନ କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ
ପ୍ରଦୀପ କୁମାର ପୂର୍ତ୍ତି,ଦୁର୍ଗା ସ ଙ୍କ ର ପରିଡା,ପ୍ରିୟ ସାରଥୀ ମହାପାତ୍ର,ପତିତପାବନ ମିଶ୍ର, ଡକ୍ଟର ଶକ୍ତି ପ୍ରସାଦ ମହାପାତ୍ର,ପ୍ରଫୁଲ୍ଲ କୁମାର ପଣ୍ଡା,ପୁଷ୍ପ ଲତା ରାମ,ଗୌରୀ ଶଙ୍କର ପଣ୍ଡା,ସୁଲୋଚନା ସାହୁ ଡକ୍ଟର ନିମାଇଁ ଚରଣ ରାଉତ,କାହୁଁ ଚରଣ ଜେନା ପ୍ରମୁଖ ଶ୍ରୀ ପାତ୍ର ଜଣେ ସା ନ୍ତ,ସରଳ,ଅମାଇକ,ଭଦ୍ର ଓ ସଚ୍ଚୋଟ ବ୍ୟକ୍ତି ଥିଲେ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ
ତାଙ୍କ ସମୟ ରେ ମହାବିଦ୍ୟାଳୟ ରେ ବହୁ ଉନ୍ନତି କାମ ହୋଇଅଛି
ଶେଷରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତପାତ୍ର ଙ୍କୁ ଉପ ଧୌକନ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ
ମିତା ଶ୍ରୀ ବେହେରା ଙ୍କୁ ph.d ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ,ଅଧ୍ୟା ପିକା,କର୍ମଚାରୀ ଉପସ୍ଥିତ ଥିଲେ
