ଭଦ୍ରକ ବ୍ଲକ ଅନ୍ତର୍ଗତ ଅର୍ଣ୍ଣପାଳ ପଞ୍ଚାୟତ ର ଶୁଶୁଆ ଗ୍ରାମ ପଞ୍ଚାୟତର ଶାସନ ପାତ୍ରୀ ସାହି ର ଅଙ୍ଗନବାଡ଼ି କେନ୍ଦ୍ର ରେ ମହା ଦୁର୍ନୀତି

Date:- 11/09/2025Place:- bhadrak :- ଭଦ୍ରକ ବ୍ଲକ ଅନ୍ତର୍ଗତ ଅର୍ଣ୍ଣପାଳ ପଞ୍ଚାୟତ ଦୁର୍ନୀତି ର ଗନ୍ତାଘର ପାଲଟିଛି। ସରକାର ଡିଗୁରା ପିଟୁ ଥିବାବେଳେ । ଦୁର୍ନୀତି ମୁକ୍ତ କିନ୍ତୁ ଜଳନ୍ତା ଉଦାହରଣ ଦେଖିପାରୁଥିବେ ଦର୍ଶକ ବନ୍ଧୁ ଶୁଶୁଆ ଗ୍ରାମ ର ଶାସନ ପାତ୍ରୀ ସାହିର ଅଙ୍ଗନବାଡ଼ି ସ୍କୁଲ ସଂପୂର୍ଣ୍ଣ ହେଲା ପରେ ଭି ୧ ଲକ୍ଷ ୫୦ ହଜାର ଟଙ୍କାରେ ରଙ୍ଗ,ପାଣି ମଟର ,କଳାପଟା କେତେ ଦୁର୍ନୀତି ହୋଇଛି। ଦର୍ଶକ ବନ୍ଧୁ ଆପଣ ଯାଣି ପାରୁ ଥିବେ। ବାତ୍ୟା ସ୍ଥଳ ବିଗତ ସରକାର ରେ ହୋଇ ଯାଇଥିଲେ ମଧ୍ୟ ରଙ୍ଗ ରିପାରିଙ୍ଗ ପାଇଁ ୬ ଲକ୍ଷ ଟଙ୍କା ର କାମ ସରିଛି। କିନ୍ତୁ ଫଳକ ନାହିଁ। ଜେଇ ବାବୁ ବିଗତ ସରକାର ରେ ଦୁର୍ନୀତି କରୁଥିଲେ ନୂତନ ସରକାର ରେ ମଧ୍ୟ ଦୁର୍ନୀତି ର ଗନ୍ତାଘର ପାଲଟିଛି ଶୁଶୁଆ ଗ୍ରାମ ପଞ୍ଚାୟତ।

Leave a Reply

Your email address will not be published. Required fields are marked *