ଦିଲ୍ଲୀର ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ବଡ଼ ଧରଣର ଅଗ୍ନିକାଣ୍ଡ

-ଦିଲ୍ଲୀର ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ବଡ଼ ଧରଣର ଅଗ୍ନିକାଣ୍ଡ-କିଛି ଲୋକ ଅଗ୍ନିକାଣ୍ଡରେ ଆହତ ହୋଇଥିବା ସୂଚନା-ଆପାର୍ଟମେଣ୍ଟରେ କିଛି ସାଂସଦ ରହୁଥିବା ନେଇ ସୂଚନା-ଅନେକ ସାଂସଦଙ୍କର ସେଠାରେ ଘର ରହିଥିବା ସୂଚନା-ଏହି କୋଠାଟି ସଂସଦ ଭବନରୁ ମାତ୍ର ୨୦୦ମିଟର ଦୂରରେ ଅବସ୍ଥିତ।

Leave a Reply

Your email address will not be published. Required fields are marked *