ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ବଡ ଅଘଟଣ

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ନୂଆ ଵିଲ୍ଡିଂ କାମ ବେଳେ ଅଘଟଣ ।ବୋର୍ ୱେଲ ରେ ପଡି ଚାଲିଗଲା ଦେଢ଼ ବର୍ଷ ଶିଶୁ କନ୍ୟାର ଜୀବନ ।ମାମୁଁ ଘରକୁ ବୁଲିବାକୁ ଆସିଥିଲା ଭାଣୀଜି ।ମେଡିକାଲ ରେ ନିର୍ମାଣଧୀନ ନୂଆ ବିଲ୍ଦିଂ ନିକଟରେ ଘର l ଖେଳୁ ଖେଳୁ ବୋର ୱେଲ୍ ଖସି ପଡିଥିଲା ।ନରେନ୍ଦ୍ର କୋଣ ମଙ୍ଗଳା ସାହିର ଅଜୟ ନାୟକ ଙ୍କ ଦେଢ଼ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଛି ।ରାଇବାହାଦୁର ଲେନ୍ ନିକଟ ମାମୁଁ ଘରକୁ ଆସିଥିଲା ଅଜୟ ଙ୍କ ଝିଅ ।

Leave a Reply

Your email address will not be published. Required fields are marked *