ରଜ ପାଇଁ ସଜବାଜ

ରଜ ପାଇଁ ସଜବାଜ
ରଜ ପାଇଁ ସଜବାଜ
ରଜ ପାଇଁ ସଜବାଜ
ପିଠା ପ୍ରସ୍ତୁତି ରେ ଲାଗିଛନ୍ତି ମାଆ
ହୋଇ ଅତ୍ୟନ୍ତ ସତେଜ
ରଜ ପାଇଁ ସଜ ବାଜ।
ଗଛ ରେ ଲାଗିବ‌
ଦୋଳି
ଗଛ ରେ ଲାଗିବ‌ ଦୋଳି
ପଟା ଦଉଡ଼ି କୁ ଖୋଜୁଛନ୍ତି ପିଲେ ରଜ ରେ ଖେଳିବେ ଦୋଳି।
ପିଠା ଫଳର ମହକ
ପିଠା ଫଳର ମହକ
ପୋଡ଼ ପିଠା ସଙ୍ଗେ କାକରା ଚକୁଳି
ଭୁଞ୍ଜନ୍ତି ହୋଇ ଭାବୁକ
ପିଠା ଫଳର ମହକ।
ରଜ ପାନ ର ଚାହିଦା
ରଜ ପାନ ର ଚାହିଦା
ସାଧା ପାନ ସବୁ ଖାଆନ୍ତି ଆନନ୍ଦେ
ରଜ ରେ ପାନ ଚାହିଦା
ରଜ ପାନ ର ଚାହିଦା।
ତାସ୍ ଖେଳ ର ମଜା
ତାସ୍ ଖେଳ ର ମଜା
ନୂଆ ବସ୍ତ୍ର ପିନ୍ଧି ତାସ୍ ଖେଳନ୍ତି ଲାଗଇ ବହୁତ ମଜା
ତାସ୍ ଖେଳ ର ମଜା।
ପ୍ରକୃତି ବନ୍ଧୁ ହରିହର ସାହୁ
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା

Leave a Reply

Your email address will not be published. Required fields are marked *