ଗଞ୍ଜେଇ ଜବତ,ବେପାରୀ ଗିରଫ।
ଚୋରା ଗଞ୍ଜେଇ ବେପାର କରିବା ଅଭିଯୋଗରେ ସଦର ଥାନା ପୋଲିସ ଗୋପ ଥାନା ଅନ୍ତର୍ଗତ ଆଳିଶ ଗ୍ରାମର ରଞ୍ଜିତ ପ୍ରଧାନ ଙ୍କୁ ଗିରଫ କରିଛି। ତା ନିକଟରୁ ପୋଲିସ ୬ କିଲୋଗ୍ରାମ ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ୍ କରିଛି। ପୋଲିସର ଅପରେସନ ଚକ୍ର ଅଭିଯାନରେ ଏହି ଗଞ୍ଜେଇ ବିଶ୍ଵସ୍ଥବେପାରୀକୁ ଗିରଫ କରାଯାଇଥିବା ସଦର ଏସଡିପିଓ ରବିନାରାୟଣ ଭଞ୍ଜ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଗତ କଲି ସଦର ଥାନା ପୋଲିସ ଛାଇତନ। ନିକଟସ୍ଥ ଦଣ୍ଡା ସାହି ନିକଟରୁ ରଞ୍ଜିତ କୁ ଗିରଫ କରିଥିଲା।ପୋଲିସ ତା ନିକଟରୁ ଏକ ଆକ୍ଟିଭା ଗାଡ଼ି ମଧ୍ୟ ଜବତ କରିଛି।ରଞ୍ଜିତ ଗଞ୍ଜେଇ ଆଣି ପୁରୀ ସହର ରେ ବିଭିନ୍ନ ଜାଗାରେ ବେପାର କରିଥିବା ପୋଲିସ କହିଛି।ସମ୍ମିଳନୀରେ ସଦର ଥାନାଧିକାରୀ ସୁନିଲ ପ୍ରଧାନ ଉପସ୍ଥିତ ଥିଲେ।Byte ରବି ନାରାୟଣ ଭଞ୍ଜଏସ ଡି ପି ଓ ,ସଦର
