ମାତୃ ପିତୃ ପୂଜନ ଦିବସ ପାଳିତ

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଚିକଲପଦର ଠାରେ ଅବସ୍ଥିତ ଦଣ୍ଡକାରଣ୍ୟ ଆଦର୍ଶ ବିଦ୍ୟାଳୟ ଫେବୃଆରୀ ୧୪ ତାରିଖରେ ପ୍ରତି ବର୍ଷ ଙ୍କୁ ଏହି ବିଦ୍ୟାଳୟ ରେ ମାତୃ ପିତୃ ଙ୍କ ପୂଜା କରୁଛନ୍ତିି।ଏହି ବିଦ୍ୟାଳୟ ରେ କୁନି କୁନି ଛାତ୍ରଛାତ୍ରୀମାନେ ଗୁରୁ ଏବଂ ବାପା ମା’ଙ୍କୁ ପୂଜା ଅର୍ଚ୍ଚନା କରୁଥିବା ଦେଖିବାକୁ ମିଳୁଛି। ଏହି ଅନୁଷ୍ଠାନ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସମ୍ମାନୀୟ ଶ୍ରୀ ଯୁକ୍ତ ଜିଲ୍ଲା ଅଧିକାରୀ ମହେଶ୍ୱକାତ ଚନ୍ଦ୍ର ନାୟକ , ପ୍ରଦୀପ ମିଶ୍ରା ,ଟୁଟୁବାବୁ ପଟନାୟକ ,ଦିଲିପ ପଟନାୟକ , ଏହି ଦଣ୍ଡକାରଣ୍ୟ ଆଦର୍ଶ ବିଦ୍ୟାଳୟ ର ଅନର ଶ୍ରୀ ଯୁକ୍ତ କାର୍ତ୍ତିକ ମଲ୍ଲିକ । ମାଁ ବାପା ଗୁରୁଜନ ବେକ୍ତି ଙ୍କୁ କୁନି କୁନି ଛାତ୍ର ଛାତ୍ରୀ ମାନେ ନିଯ ନିଯ ମା ବାପା ଙ୍କୁ ପୂଜା କରୁଛନ୍ତିି।

ଉମରକୋଟ ରୁ ଦୀପଙ୍କର ଡାକୁଆ ସହ ପ୍ରଦୀପ ଶିକଦାର ରିପୋର୍ଟ ତୀର୍ଥ କ୍ଷେତ୍ର

Leave a Reply

Your email address will not be published. Required fields are marked *