ମକ୍କା ମଦ୍ଦିନା ଯାତ୍ରୀଙ୍କୁ ବିମାନ ବନ୍ଦରେ ବିପୁଳ ସମ୍ବର୍ଦ୍ଧନା

ଭୁବନେଶ୍ୱର – ମକ୍କା ମଦ୍ଦିନା ଯାତ୍ରା କରି ଫେରିଲେ ମେଘା ସପିଙ୍ଗ ବଜାରର ମୁଖ୍ୟ ତଥା ସମାଜସେବୀ ମହମ୍ମଦ ସାବିର ଓରଫ ମୁନା ଭାଇ।ଏହି ଅବସରରେ ନବ ନିର୍ବାଣ କୃଷକ ସଂଗଠନର ସଭାପତି ମନୋର ଅଲ୍ଲୀ ଖାନ ଭୁବନେଶ୍ୱର ବିମାନ ବନ୍ଦର ଠାରେ ତାଙ୍କୁ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ତାଙ୍କ ପାରିବାର ସଦସ୍ୟଗଣ, ବନ୍ଧୁ, ପରିଜନ ଓ ଗଣମାଧ୍ୟମ ପ୍ରତିନଧି ମାନେ ଉପସ୍ଥିତ ଥିଲେ ।ସମସ୍ତଙ୍କ ଆଶୀର୍ବାଦରୁ ତାଙ୍କର ତୀର୍ଥ ଯାତ୍ରା ଖୁବ ସୁନ୍ଦର ହେଲା ବୋଲି କହି ଖୁସି ବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *