2ଦିନ ଧରି ନିଖିଳ ଓଡିଶା ଆଇନଜୀବି ସଂଘର ଅଧିବେଶନ

ଆଗାମୀ ଡିସେମ୍ବର 29,30 ତାରିଖ 2ଦିନ ଧରି ନିଖିଳ ଓଡିଶା ଆଇନଜୀବି ସଂଘର ଅଧିବେଶନ ଅଭିବ୍ୟକ୍ତ କୋରାପୁଟ ଜିଲ୍ଲାର ମାଲକାନଗିରି ଠାରେ ହେବା କୁ ଥିବା ଅବସରରେ, 30ଗୋଟି ଓକିଲ ସଂଘର କର୍ମକର୍ତ୍ତା ଓ ନିଖିଳ ଓଡିଶା ଆଇନଜୀବି ସଂଘର ପରିବାର ମିଶି

ଆଗାମୀ ଅଧିବେଶନ କୁ ସଫଳ କରିବା ପାଇଁ,,, ନବରଙ୍ଗପୁର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପ-ମୁଖ୍ୟମନ୍ତ୍ରୀ କେ.ପି.ସିଂହଦେଓ ଙ୍କୁ ନିମନ୍ତ୍ରଣ ଦେବା ଅବସରରେ , ଏହା ସହିତ ଆଇନଜୀବି ମାନଙ୍କ ପାଇଁ ଉଦିଷ୍ଟ ସ୍ୱାସ୍ଥ୍ୟବୀମା କୁ ଶ୍ରୀର୍ଘ କାର୍ଯ୍ୟକାରୀ କୁ ନିବେଦନ କରିବା ଅବସରରେ

Leave a Reply

Your email address will not be published. Required fields are marked *