ସ୍ବର୍ଗତ ନରହରି ରାଉତ ଙ୍କ ସ୍ମୃତି ଚାରଣ ସଭା
ସ୍ବର୍ଗତ ନରହରି ରାଉତ ଙ୍କ ସ୍ମୃତି ଚାରଣ ସଭା l ବନମାଳୀ ପଣ୍ଡା ସ୍ମୃତି ସଂସଦ ଆନୁକୁଲ୍ୟରେ ବିଶିଷ୍ଟ ବିଦ୍ୟାନ,କବି,ସଂସଦ ର ସମ୍ପାଦକ ନରହରି ରାଉତ ଙ୍କ ସ୍ମୃତି ଚାରଣ ସଭା ତାଙ୍କ ନୟାଗଡ଼ ବାସଭବନ ରେ ଅନୁଷ୍ଠିତ ହୋଇଯାଇଅଛିସ୍ମୃତି ସଂସଦ ର ସଭାପତି ଶିକ୍ଷାବିତ୍ ଯଦୁନାଥ ମଲ୍ଲିକ ଙ୍କ ସଭା ପତିତ୍ୟ ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ଡକ୍ଟର ରାମ ଚନ୍ଦ୍ର ନାୟକ,ସ୍ଵତନ୍ତ୍ର ଅତିଥି ଭାବେ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶରତ କୁମାର ରାଉତ ପ୍ରମୁଖ ଯୋଗଦେଇ ସ୍ବର୍ଗତ ରାଉତ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ପ୍ରତିଭା ପ୍ରଣାମ ମଞ୍ଚ ର ଆବାହକ ରତ୍ନାକର ଦାସ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ସଭାରେ କବି ମୁରଲୀ ଧର ବେହେରା,ନାରାୟଣ ସାହୁ, ସୁରେନ୍ଦ୍ର କୁମାର ପରିଡ଼ା,ବିଦ୍ୟୁତ୍ ପ୍ରଭ ଦେଓ, ଅଧ୍ୟାପିକା ନିବେଦିତା ପଣ୍ଡା, ମିହିର କୁମାର ସାହୁ, ଅନନ୍ତ ଚରଣ ମୁଦୁଲି, ଅଭୟ ସାମଲ, ସୁରେନ୍ଦ୍ର ସାହୁ, କୁଳମଣି ବଳ, ବିପିନ କୁମାର ଚକ୍ର, ଜ୍ୟୋତିର୍ମୟୀ ରାଉତ, ବିଜୟ କୁମାର କ ର,ନିରଞ୍ଜନ ପଣ୍ଡା, କୈଳାଶ ଚନ୍ଦ୍ର ପାତ୍ର, ପ୍ରମୁଖ କବିମାନେ କବିତା ପାଠ କରିଥିଲେ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଓ ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ପଣ୍ଡା,ଅଧ୍ୟାପକ ଚିତ୍ତରଞ୍ଜନ ନାୟକ ସରୋଜ ଶତପଥୀ, କୃଷ୍ଣ ଚନ୍ଦ୍ର ଜେନା ମଧ୍ୟ ନରହରି ରାଉତ ଙ୍କ ଗୁଣ ଗାନ କରିଥିଲେଚାରଣ ଭାଇ ମାନେ ବାସୁଦେବ ବେହେରା,ସୁରେନ୍ଦ୍ର ନାୟକ ଙ୍କ ନେତୃତ୍ୱ ରେବିଷ୍ଣୁ ସହସ୍ର ନାମ, ଭାଗବତ ସଭା ପରିଚାଳନା କରିଥିଲେ ଶଙ୍କର୍ଷଣ ସାହୁ,ସନାତନ ବେହେରା,ମୁରଲୀ ଧର ପରିଡା,ରାମ ଚନ୍ଦ୍ର ପାଗଳ,ଶିବାନନ୍ଦ ନାୟକ କାର୍ଯକ୍ରମ ପରିଚାଳନା କରିଥିଲେଶେଷରେ ଶିକ୍ଷାବିତ୍ କୃଷ୍ଣ ଚନ୍ଦ୍ର ରାଉତ ଧନ୍ୟ ବାଦ୍ ଅର୍ପଣ କରିଥିଲେ l
