ଚୁମ୍ବନ ଦେଇ ପ୍ରଭୁ ଜିସୁଙ୍କୁ ସ୍ଵାଗତ କଲେ ଖ୍ରୀଷ୍ଟଧର୍ମାବଲମ୍ବୀ
ଚୁମ୍ବନ ଦେଇ ପ୍ରଭୁ ଜିସୁଙ୍କୁ ସ୍ଵାଗତ କଲେ ଖ୍ରୀଷ୍ଟଧର୍ମାବଲମ୍ବୀ। ଗଞ୍ଜାମ ଜିଲ୍ଲା ସୋରଡା ରେ ମହାଆଡମ୍ବର ରେ ପାଳନ ହେଲା ବଡ଼ଦିନଖ୍ରୀଷ୍ଟ ଧର୍ମମାଲମ୍ବୀ ମାନେ ପାଳନ କରିଛନ୍ତି ବଡ଼ଦିନ।ସୋରଡା ରେ ଏକ ଶହ ବର୍ଷରୁ ଅଧିକ ଦିନ ଧରି ରହିଛି ପୁରାତନ କ୍ୟାଥେଲିଗ ଚର୍ଚ୍ଚ ।ଆଜି ମଧ୍ୟରାତ୍ରିରୁ ଧରାପୃଷ୍ଟ କୁ ଆଗମନ କରିଛନ୍ତି ପ୍ରଭୁ ଜିଶୁ।ଆଜିର ଦିନକୁ ଚାହିଁ ରହିଥିବା ଖ୍ରୀଷ୍ଟଧ୍ମାବଲାମ୍ବୀ ମାନେ କେକ କାଟି ମହା ଆଡମ୍ବରରେ ପ୍ରଭୁ ଯୀଶୁଙ୍କୁ ସ୍ୱାଗତ କରିଛନ୍ତି ।ଖ୍ରୀଷ୍ଟଧର୍ମାବଲାମ୍ବୀ ମାନେ ନୂତନ ବସ୍ତ୍ର ପରିଧାନ କରିବା ସହ ଘରେ ପୀଠ ପଣା କେକ୍ କାଟି ଚର୍ଚ୍ଚ ରେ କେଣ୍ଡେଲ ଜାଳି ଏହି ପର୍ବକୁ ପାଳନ କରିଥିବା କହିଛନ୍ତି ଖ୍ରୀଷ୍ଟଧର୍ମାମଲମ୍ବୀ ମାନେ।
ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
