ମେଟ୍ରୋ ଚୁକ୍ତି ତ୍ରୁଟିପୂର୍ଣ୍ଣ

ମେଟ୍ରୋ ଚୁକ୍ତି ତ୍ରୁଟିପୂ ଲ ର୍ଣ୍ଣଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ନେଇ ପୂର୍ତ୍ତ ମନ୍ତ୍ରୀଙ୍କ ବୟାନ……ଆଗାମୀ ଦିନରେ ନିଶ୍ଚିତ ଭାବରେ ମେଟ୍ରୋ ହେବକିନ୍ତୁ ଏବେ ପ୍ରତିବର୍ଷ ୨ ହଜାର କୋଟି କ୍ଷତି କରିବା କାହିଁକି ?ପୂର୍ବରୁ ହୋଇଥିବା ମେଟ୍ରୋ ଚୁକ୍ତି ତ୍ରୁଟିପୂର୍ଣ୍ଣ ଥିଲା…..ସବୁଠି ମେଟ୍ରୋ କେନ୍ଦ୍ର

ସରକାରଙ୍କ ସହାଭାଗିତାରେ ହୋଇଛିକିନ୍ତୁ ଗତ ସରକାର କେବଳ ରାଜ୍ୟ ଯୋଜନାରୁ କରୁଥିଲେ……ମେଟ୍ରୋ ପ୍ରକଳ୍ପ ଏବେ ବନ୍ଦ ଅଛି, ପରେ ନିଷ୍ପତ୍ତି ହୋଇପାରେ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା…..

Leave a Reply

Your email address will not be published. Required fields are marked *