ନାବାଳିକା ଝିଅ କୁ ନିର୍ଯ୍ୟାତନା ଆତ୍ମ ହତ୍ୟା ପାଇଁ ଧମକ

Date:- 15/07/2025Place:- lଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ବ୍ଳକ ପୁରୁଷୋତ୍ତମ ପୁର ଗ୍ରାମ ର ଶିବ ନାୟକ ଙ୍କ ଝିଅ ସୁବର୍ଣ୍ଣ ନାୟକ ବୟସ ୧୬ ଏହି ନା ବାଳିକା କୁ ସେହି ଗ୍ରାମ ର ଓମ୍ ପ୍ରକାଶ ନାୟକ ଜଣେ ଯୁବକ ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକା କୁ ବାରମ୍ବାର ଶାରୀରିକ ସଂପର୍କ ରଖିଥିଲା । ଫଳ ରେ ନିରିହ ଝିଅ ଟି ଗର୍ଭବତୀ ହୋଇ ଏକ କନ୍ୟା ସନ୍ତାନ ଜନ୍ମ କରିଛନ୍ତି। ଏ ଘଟଣାକୁ ନେଇ କରଞା ଗତିଆ ଥାନା ରେ ଅଭିଯୋଗ କରିଥିଲେ।ଫଳ କୈାଣସି ନ୍ୟାୟ ନ ପାଇ ମାନ୍ୟବର କୋର୍ଟ ର ଦ୍ଵାରସ୍ଥ ହୋଇଥିଲେ। ମାନ୍ୟବର କୋର୍ଟ ୩ମାସ ର ସଜା ପ୍ରଦାନ କରିଥିଲେ। ଏ ନେଇ ନାବାଳିକା ଙ୍କ ପରିବାର ଲୋକଙ୍କୁ ଟାହି ଟାପରା କରିବା କୁ ନେଇ ଅଭିଯୋଗ ଆଣିଛନ୍ତି। କିପରି ନାବାଳିକା କୁ ନ୍ୟାୟ ମିଳିବ ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ନ୍ୟାୟ ନ ମିଳିଲେ ଜିଲ୍ଲାପାଳ ଙ୍କ ଅଫିସ୍ ସମ୍ମୁଖରେ ଆତ୍ମାହୁତି କରିବେ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *