ନିଖୋଜ ତପନ ରଣ। ଙ୍କ ମୃତ ଶରୀର ଠାବ ।

କନ୍ଧମାଳ ତା ୧୦/୦୭/୨୦୨୫ ଫିରିଙ୍ଗିଆ ଗୋଛ।ପଡା ଥାନାରେ ବିଦ୍ୟାଧର ରଣ। ବୟସ ୨୬ ବର୍ଷ ପିତା ଯୁଧିଷ୍ଟିର ରଣ। ଗ୍ରାମ- ବିନିକି ମେଣ୍ଡି (ନେଡିପଦର) ପୋ – ସଲ।ଗୁଡ଼। ଥାନା ଫିରିଙ୍ଗିଆ ସେତା ୦୮/୦୭/୨୦୨୫ ରିଖରେ ସ୍ଥାନୀୟ ଗୋଛପଡ। ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଏହା କି ଯେ ବିଗତ ତା ୦୪/୦୭/୨୦୨୫ ରିଖରେ ନିଜର ସାନ ଭାଇ ଶ୍ରୀ ତପନ ରଣ। ବୟସ ୨୧ ବର୍ଷ ସକାଳ ୯ ଘନ୍ତିକ । ସମୟରେ କଟ ରିଙ୍ଗିଆ ଯିବା ପାଇଁ ନିଜ ଗ୍ରାମର ବେଲାରସେନ ରଣ। ଙ୍କ ବାଇକ୍ ଯାହାର ନ DO 12E 8627 ଅଟେ । ତାହା ନେଇ ସେ କଟ ରିଙ୍ଗିଆ ଯାଇଥିଲେ ।ଯିବାର ଦୁଇ ଦିନ ହେବ ତାଙ୍କରି ମୋ ନମ୍ୱର୍ 826060765,8249560590 ଲାଗୁଥିଲା ଥିଲା କିନ୍ତୁ ୦୬/୦୭/୨୦୨୫ ରିଖରେ ତାଙ୍କରି ସାଙ୍ଗ ମାନେ କହି ଗୋଟିଏ ମୋବ- ନମ୍ୱର୍ 9827775410 ରେ କଲ୍ କରି କହି ଥିଲେ କି ତପନ ର ଖଜୁରୀପଡ଼ା ବ୍ଲକ ଗୁଡ଼ାରୀ ଗାଁ ନିକଟରେ ବାଇକ୍ ଦୁର୍ଘଟଣା ହୋଇ ସେ ଖଣ୍ଡିଆ ଖ।ବର ହୋଇଛନ୍ତି ।

ଏହା ଶୁଣି ଆମ୍ଭେ ତୁରନ୍ତ ଘରୁ ବାହାରି ଗୁଦ।ରି ଗାଁ କୁ ଯାଇ କହି ଥିବା ଘଟଣା ସ୍ଥଳେ ରେ ପହଂଚି ଦେଖିଲୁ ଉକ୍ତ ଜ।ଗରେ ତପନ ନାହିଁ ତାହାର ବାଇକ୍ ମଧ୍ୟ ନାହିଁ । ତାପରେ ଆମେ ଫୁଲବାଣୀ ମୁଖ୍ୟ ବଜାର ରେ ଖୋଜାଖୋଜି କରି କିଛି ଖବର ନ ପାଇବାରୁ ପୁଣି ଘରକୁ ଫେରି ସକାଳ ୭,୩୦ ମିନିଟ୍ ରେ ସ୍ଥାନୀୟ ଗୋଛ।ପଡା ଥାନାରେ ମୋର ସାନ ଭାଇ ନିଖୋଜ ଥିବା ନେଇ ଏତଲା ତା ୮/୦୭/୨୦୨୫ ରିଖରେ ଦେଇ ଥିଲୁ । ବୋଲି ବିଦ୍ୟାଧର ଥାନାରେ ଦେଇଥିବା ଏତଲା ରୁ ଜଣ।ପଡ଼ିଛି । ଆଦ୍ୟ ତା ୧୦/୦୭/୨୦୨୫ ରିଖରେ ଶୁଣିବାକୁ ମିଲୁଛିକି? ନିଖଜ ତପନ ରଣ। ଙ୍କ ମୃତ ଶରୀର ଖଜୁରୀପଡା । ବ୍ଲକ୍ ଗୁଦାରୀ ପଞ୍ଚାୟତ ର ଭାଲୁକୁଟି ପଡ଼ିଆରେ ଠାବ କରିଥିବା କଥା ଖଜୁରୀପଡ଼ା ପୋଲିସ ପକ୍ଷରୁ ଶୁଣିବାକୁ ମିଳୁଛି । ମୃତ୍ୟୁ କିଭଳି ଭାବରେ ହୋଇଛି ତାହା ପୋଲିସ ର ତଦନ୍ତ ପରେ ଜଣ। ପଡ଼ିବ ବୋଲି ଶୁଣିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *