ନିର୍ବାଚନ ଆୟୋଗ ଙ୍କ ଦ୍ୱାରା ଭୋଟ ଚୋରୀ

ଅଖିଳ ଭାରତୀୟ ଜାତୀୟ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ବିରୋଧୀଦଳ ନେତା ରାହୁଲ ଗାନ୍ଧିଜୀଙ୍କ ଗତ ସାଧାରଣ ନିର୍ବାଚନ ଓ ରାଜ୍ୟ ନିର୍ବାଚନରେ ହୋଇଥିବା ଭୋଟ ଚୋରି ର ଯେଉଁ ପର୍ଦ୍ଦାଫାଶ କରିଛନ୍ତି, ତାହାକୁ ନେଇ ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରାଯାଇଥିଲା। ରାଜ୍ୟ କଂଗ୍ରେସ ମୁଖପାତ୍ର ଶ୍ରୀ ଯୁକ୍ତ ରଜନୀ କୁମାର ମହାନ୍ତି ସଂଯୋଳନାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ମିଡିଆ ସେଲର ପ୍ରବକ୍ତା ବରିଷ୍ଠ ନେତା ମୁକିଦ ଖାଁ ରାଜେନ୍ଦ୍ର ଜେନା ବହୁ ବରିଷ୍ଠ କଂଗ୍ରେସ ସଦସ୍ୟ ଉପସ୍ଥିତ ରହି ସାମ୍ବାଦିକ ବନ୍ଧୁଗଣ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *