ବିଧାୟକଙ୍କ ଦ୍ୱାରା ଜଗତସିଂହପୁର ବ୍ଲକରେ କାଫେ ଉଦଘାଟନ l

ଜଗତସିଂହପୁର – ୨୭. ୨. ୨୬- ଜଗତସିଂହପୁର ବ୍ଲକ ପରିସରରେ ଯୁବ ବିଧାୟକ ଅମରେନ୍ଦ୍ର ଦାସଙ୍କ କରକମଳରେ କାଫେ ଉଦଘାଟନ ହୋଇଯାଛି l ଆଜିର ଉଦଘାଟନ ଉତ୍ସବରେ ବ୍ଲକ ଶିଶୁକଲ୍ୟାଣ ଅଧିକାରୀ ଶ୍ରୀମତୀ ଧନେଶ୍ୱରୀ ନାୟକ, ବିଡ଼ିଓ ଆଶୁତୋଷ ମିଶ୍ର,ମିଶନଶକ୍ତି ବି. ପି. ସି. କାର୍ତିକ ସ୍ୱାଇଁ,ବ୍ଲକ ଶିଶୁ କଲ୍ୟାଣ ବିଭାଗର ସମସ୍ତ ସୁପରଭାଇଜର, ଜୀବିକା ମିଶନ ର ସମସ୍ତ କର୍ମକର୍ତ୍ତା, ବି. ପି ସି. ଏ – ଲାଲା ଦେବାଶିଷ ରାଏ ନକ ଉପସ୍ଥିତ୍ତାରେ ଏହି କାଫେ କାର୍ଯ୍ୟାଳୟ ଉଦଘାଟନ ହୋଇଥିଲା l

କାଫେ ରେ ବ୍ଲକ କର୍ମ ଚାରୀ, ତହସିଲ କର୍ମଚାରୀ ମାନଙ୍କୁ ସୁଲଭ ମୂଲ୍ୟରେ ସୁସ୍ୱାଦିଷ୍ଟ ଭୋଜନ ମିଳିବ ବୋଲି ସି ଡ଼ି . ପି. ଓ ଶ୍ରୀମତୀ ନାୟକ ପ୍ରକାଶ କରିଥିଲେ l ଏହି କାଫେ ସେଣ୍ଟରକୁ ଗାଲୁପଡା ମାରୁତି ମହିଳା ସମିତିର ସଦସ୍ୟା ମନେ ଦା୍ୟୁତ୍ୱ ନେଇଛନ୍ତି l ତେ ବାକି ରହିଲା ଏହି i ସମିତିର ସଦସ୍ୟା ମନେ କିଭଳି ସ୍ୱାଦିଷ୍ଟ ଭୋଜନ ପ୍ରସ୍ତୁତ କରୁଛନ୍ତି, କି ନାହିଁ ତାହା ସମୟ କହିବ?

Leave a Reply

Your email address will not be published. Required fields are marked *