ଅଲୌକିକ ପର୍ବ ଦୀପାବଳି ଆସିଲେ ମା’ କାଳୀ
ହିନ୍ଦୁଧର୍ମ ର ପ୍ରମୁଖ ପର୍ବ ଦୀପାବଳି ପରାମ୍ପରାଗତ ଦୃଷ୍ଟି ରୁ ଦେଖିଲେ ଆଲୋକ ର ଏହା ଏକ ମହତ୍ବ ପୂଣ୍ଣ ପର୍ବ ଅନ୍ଧକାର ହେଲା ଦୃଷ୍ଟ ତଥା ନକାରାତ୍ମକ ଶକ୍ତିର ପ୍ରତୀକ ଆଲୋକ ଅର୍ଥ ପବିତ୍ରତା ଏହା ଏକପ୍ରକାର ସକରାତ୍ମକ ଶକ୍ତି ତେଣୁ ଏହିଦିନ ଲୋକ ମାନେ ଘରକୁ ଆଲୋକ ରେ ସୁସଜ୍ଜିତ କରି ନକରାତ୍ମକ ଶକ୍ତି କୁ ବାହାର କରିବା ପାଇଁ ଆଲୋକ ଜାଳନ୍ତିଐତିହାସିକ ଭଦ୍ରକ କାଳୀପୂଜା ର ଖ୍ୟାତି ଅନେକ ଏହା ଗଣପର୍ବ ମାନ୍ୟତା ପାଇଛି କାଳୀପୂଜା ଆସିଲେ ସାରା ଭଦ୍ରକ ଜିଲ୍ଲା ଉତ୍ସବ ମୁଖ ହୋଇ ଉଠେ ରାତି ଦିନ ସମାନ ହୋଇଯାଏ ରଙ୍ଗିନ ଆଲୋକ ରେ ଚରମ୍ପା ରୁ ଭଦ୍ରକ ସହର ଝଲସୁ ଥାଏ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ଦିନେ କି ଦୁଇ ଦିନ ନୁହେଁ ୭ରୁ ୧୦ ଦିନ ଭିଡ ଅସମ୍ଭାଳ ହୁଏ, ହେଲେ ୧୫ ବର୍ଷ ର ପରମ୍ପରା ଦେଖିବାକୁ ମିଳିଛି ଚରମ୍ପା ର ବାସନ୍ତି ଦୁର୍ଗା ମନ୍ଦିର ପରିସର ରେ
Punil Kumar Samanta reporter
