ସାମ୍ବାଦିକ ସମ୍ମିଳନୀରେ ସାଂସଦ ଦିଲ୍ଲୀପ ରାୟଙ୍କ ବଡ଼ ସୂଚନା
ମୋତେ ୩ ଜଣ ଧୋକା ଦେଲେ l ସାମ୍ବାଦିକ ସମ୍ମିଳନୀରେ ସାଂସଦ ଦିଲ୍ଲୀପ ରାୟଙ୍କ ବଡ଼ ସୂଚନା…..୩ ଜଣ ବିଧାୟକ ତାଙ୍କୁ ଧୋକା ଦେଇଥିବା କହିଲେ…..ଟଙ୍କା ଦେଇ ଭୋଟ୍ କିଣି ହେଉଥିଲେ ଆଦାନୀ ବି ଆସି ଟିକେଟ ନେଇଥାନ୍ତେ…..ବିଜୟ ମହାପାତ୍ର, ପ୍ରଭାତଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଥିବା କହିଲେ….ବିଜୁ ବାବୁଙ୍କୁ ରାଜନୈତିକ ଗୁରୁ ବୋଲି କହିଲେ ଦିଲ୍ଲୀପ…..ତାଙ୍କ ଘରେ ହିଁ ବିଜୁ ବାବୁ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ଦିଲ୍ଲୀପ କହିଲେ…..
