ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ଏନଏସି କଉନସିଲର
କୋଣାର୍କ ,୧୫.୦୭- କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀଙ୍କ ନେତୃତ୍ବରେ କୋଣାର୍କ ଏନଏସି ୧୩ଗୋଟି ୱାର୍ଡ଼ର ନିର୍ବାଚିତ ପ୍ରତିନିଧିଙ୍କ ସହ ନୂତନ ଭାବେ ଯୋଗଦେଇଥିବା ପୁରୀ ଜିଲ୍ଲାପାଳ ଚଞ୍ଚଳ ରଣାଙ୍କୁ ଭେଟି ସ୍ବାଗତ ଜଣାଇବା ସହ କୋଣାର୍କ ଅଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ ପୁଙ୍ଖାନପୁଙ୍ଖ ଆଲୋଚନା କରିବା ସହ କୋଣାର୍କର ବିଭିନ୍ନ ସମସ୍ୟା ସମାଧାନ ବିଷୟରେ ଅବଗତ କରାଇଥିଲେ ।
