ଭଦ୍ରକ ରାଜନୀତିରେ ଚର୍ଚ୍ଚିତ ଚେହେରା ନରେନ୍ ପଲେଇ
ଭଦ୍ରକର ୮ ଟି ମୌଳିକ ସମସ୍ୟା କୁ ନେଇ ଆନ୍ଦୋଳନ କରି ୫ ଟି ସମସ୍ୟାର ସଫଳତା ପାଇ ପାରିଛନ୍ତି । ସେଥିମଧ୍ୟରୁ ଭଦ୍ରକ ରେଳ ଷ୍ଟେସନ ରେ ଥିବା ଉଭୟ ପାର୍ଶ୍ଵ ରେ ଦୁଇଟି ରେଲୱେ ଫ୍ଲାଏ ଓଭର୍ ବ୍ରିଜ ଯାହା ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ ସମସ୍ୟା ଥିଲା ଯେଉଁ ସମସ୍ୟା ପାଇଁ ଭଦ୍ରକ ବ୍ଲକ୍ ର ୬ ଟି ପଂଚାୟତ ଯଥା:-ଚରମ୍ପା, ବନ୍ଧଗାଁ, ଆମ୍ଭରୁଳି, ତଳାଙ୍ଗ, ରମ୍ଭିଳା ଓ ବାଣିତିଆ ସେଇପରି muncipalty ର ୨ ଟି ୱାର୍ଡ଼। ଏହା ଦୀର୍ଘ ଦିନର ସମସ୍ୟା । ଯାହା ଏହି ୬ ଟି ପଂଚାୟତ ଓ ୨ଟି ୱାର୍ଡ଼ ର ସାଧାରଣ ଜନତା ଙ୍କ ଯାତାୟାତ ପାଇଁ ବହୁ ସମସ୍ୟା ସୃଷ୍ଟି କରୁଥିଲା ଏହି ୨ ଟି ପୋଲ ନିର୍ମାଣ କାର୍ଯ୍ଯ ସମ୍ପୂର୍ଣ ହୋଇଗଲେ ଆଗାମୀ ଦିନରେ ସେ ଅଞ୍ଚଳ ଗୁଡିକ ରେ ବିକାଶ ଦୃତ ଗତିରେ ବୃଦ୍ଧି ପାଇବ ଯଥା ବହୁ ପ୍ରାଇଭେଟ୍ ସ୍କୁଲ୍, କଲେଜ, ଛୋଟ ଛୋଟ ଇଣ୍ଡଷ୍ଟ୍ରି ଖୋଲିବାର ସଫଳ ହେବ ଯାହା #ନରେନ୍ପଲେଇ ବାଣିତିଆର ଏକ ସାଧାରଣ ସଭାରେ ବକ୍ତବ୍ୟ ରଖିଥିଲେ । ୩ୟ ସଫଳତା #ଭଦ୍ରକନୟାଗଡ ନୂତନ memu train ଚଲେଇବା ଯାହା ଭଦ୍ରକ ବସୀଙ୍କ ଯାତାୟାତ ରେ ବହୁ ଅସୁବିଧା କୁ ଦୂର କରିପାରିଛି।
୪ର୍ଥ ସଫଳତା DMU ଟ୍ରେନ ରେ ଶୌଚାଳୟ ସଂଜୋଗିକରଣ ବ୍ୟବସ୍ଥା।
୫ମ ସଫଳତା ଚରମ୍ପା NH ୧୬ ରେ ଗଳା ପୋଲ କୁ FLY OVER BRIDGE କରିବା
ଆଉ ୩ ଟି ସମସ୍ୟା ପାଇଁ ଆନ୍ଦୋଳନ ଜାରୀ ରହିଛି ଯାହା ଆଗାମୀ ଦିନରେ ପୂରଣ ହେବ ବୋଲି ଆଶା ଆଉ ବିଶ୍ୱାସ ଅଛି ବୋଲି #ନରେନ୍_ପଲେଇ ଦୃଡୋକ୍ତି ପ୍ରକାଶ କରିଛନ୍ତି।
