ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ୍ ମୋର୍ଚ୍ଚାର ରାଲି ଏବଂ ଧାରଣା ପ୍ରଦର୍ଶନ
ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ୍ ମୋର୍ଚ୍ଚାର ରାଲି ଏବଂ ଧାରଣା ପ୍ରଦର୍ଶନ।
କନ୍ଧମାଳ ତା ୦୯/୦୬/୨୦୨୫ ଫୁଲବାଣୀ ଆଜି ସ୍ଥାନୀୟ ଫୁଲବାଣୀ ସଦର ମ।ଦିକୁନ୍ଦା ଛକଠାରୁ ଶହ ଶହ ଖ୍ରୀଷ୍ଟିଆନ୍ ଭାଇ ମାନେ ମୋର୍ଚ୍ଚ। ର ସଭାପତି ଶ୍ରୀ ହନକ୍ ଦିଗ।ଲ , ସାଧାରଣ ସମ୍ପାଦକ ଖ୍ରୀଷ୍ଟିଆନ୍ ଜନ କଲ୍ୟାଣ ସମାଜ କନ୍ଧମ।ଳ ଶ୍ରୀ ସୁରଞ୍ଜନ ନାୟକ, ଉପସଭାପତି ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ୍ ମୋର୍ଚ୍ଚ। ଶ୍ରୀ ବେଞ୍ଜ।ମିନ ନାୟକ, ମନୋଜ କୁମାର ଦିଗ।ଲ ସାଧାରଣ ସମ୍ପାଦକ ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ୍ ମୋର୍ଚ୍ଚା , ସୁଶିଲ ପ୍ରଧାନ ରାଜ୍ୟ ସାଧାରଣ ସମ୍ପାଦକ ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ୍ ମୋର୍ଚ୍ଚା ଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳ ଉ ଆଗରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର
ଉପସ୍ଥାପନ କରାଯାଇ ଥିଲା ଉକ୍ତ ଦାବିପତ୍ର ରେ ଲିଖିତ ଥିଲା କି? ଭାରତ ଗୋଟିଏ ଧର୍ମନିରପେକ୍ଷ ରାଷ୍ଟ୍ର, ଏହି ଠାରେ ସମ୍ବିଧାନ ସମସ୍ତଙ୍କୁ, ଜନ୍ମଗତ ଅଧିକାର, ଜାତିଗତ ଅଧିକାର, ସାମାଜିକ ଅଧିକାର, ଧାର୍ମିକ ଅଧିକାର ପ୍ରଦାନ କରିଅଛି ।ଏହି ପରି ପ୍ରେଖିରେ ଭାରତରେ ଯିଏ ମଧ୍ୟ ଯେଉଁ ଧର୍ମ ଗ୍ରହଣ କରିପାରିବ ଏହିଥିରେ କାହାର କିଛି କହିବାର ଅଧିକାର ନାହିଁ ।ଆଜି କନ୍ଧମାଳ ଜିଲ୍ଲାରେ ବିଭିନ୍ନ ପ୍ରକ।ର ଗୋଷ୍ଟି ଚର୍ଚ୍ଚ ଯାଇ ସେମାନଙ୍କୁ କୁହାଯାଉଛି ତୁମେ ଭାରତ ବସୀ ନାହଁ ତୁମେ ଭାରତ ଛାଡ଼ି ଚାଲି ଯାଅ ଚର୍ଚ୍ଚରେ ବାଇବେଲ ପଡ଼ିଲା ବେଳେ ସେମାନଙ୍କୁ ହାସ୍ୟ କରି ନିର୍ଯାତନା ଦେଉଛନ୍ତି । ତୁମର ଚର୍ଚ୍ଚ କୁ ଭାଙ୍ଗି ଦେବୁ ପୁଣି ଦଙ୍ଗା କରି ତୁମାନଙ୍କୁ ଜୀବନରେ ମାରିଦେବୁ ଏହି ସବୁ ଅନ୍ୟାୟ ଅତ୍ୟାଚାର ଆମ ମାନଙ୍କ ଉପରେ କରୁଛନ୍ତି ।ଆମେ ସମସ୍ତେ ଭାରତ ର ମୂଳ ନିବାସୀ ଆମେ ଭାରତରେ ଶାନ୍ତି ରେ ରହିବାକୁ ଚାହୁଁ ତୁମ୍ଭେ ମାନେ ଅନ୍ୟ ଧର୍ମ ଲୋକଙ୍କୁ ଧାର୍ମ।ନ୍ତି କରଣ କରୁଛ କହି ଖାଲି ଖାଲି ରେ ଥାନା କୁ ନେଇ ହଇରାଣ ହରକତ କରୁଛନ୍ତି । ବାଟରେ ଦେଖିଲେ ବଡ଼।ଉ ଛନ୍ତି ।ଏହିଭଳି ଭାବରେ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଛନ୍ତି ।ଏହାର ସମସ୍ତ ପ୍ରକାର ସ୍ଥାଇ ସମାଧାନ କରି ଖ୍ରୀଷ୍ଟିଆନ୍ ମାନେ କିଭଳି ଭାବରେ ଭାରତ ର ବିଭିନ୍ନ ସ୍ଥାନରେ ସୁରକ୍ଷିତ ରହିବେ ସେଇଥି ପାଇଁ ଆଜି ଭାରତ ର ମହାମାୟୀ ରାଷ୍ଟ୍ରପତିଙ୍କୁ ଜିଲ୍ଲା ପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରୁଅଛୁ ବଲି ସମସ୍ତ କର୍ମ କର୍ତ୍ତା କହୁଥିଲେ ।ଯଦି ସରକାର ଖ୍ରୀଷ୍ଟିଆନ୍ ମାନଙ୍କ ଦୁଃଖ ବୁଝି ଏହାର ସ୍ଥାୟୀ ସମାଧାନ ନ କରନ୍ତି ତାହାହେଲେ ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ୍ ମୋର୍ଚ୍ଚା ନିଜର ସୁରକ୍ଷା ପାଇଁ ରାଜା ରାସ୍ତା କୁ ଓଲାଇବାକୁ ବାଧ୍ୟ ହେବ ବୋଲି ସାଧାରଣ ସମ୍ପାଦକ ଖ୍ରୀଷ୍ଟିଆନ ଜନ କଲ୍ୟାଣ ସମାଜ କନ୍ଧମାଳ ଶ୍ରୀ ସୁରଞ୍ଜନ ନାୟକ ଗଣ ମାଧ୍ୟମକୁ କହି ଥିଲେ ।
