ଜାତୀୟ କନ୍ୟା ସପ୍ତାହ ଦିବସ ପାଳିତ।
ଜାତୀୟ କନ୍ୟା ସପ୍ତାହ ଦିବସ ପାଳିତ।ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଣୀ ଙ୍କ ଆନୁକୁଲ୍ୟରେ ସ୍ଥାନୀୟ ସଦଭାବନା ଗୃହ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନର ସପ୍ତାହ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଆୟୋଜନ କରାଯାଇଛି ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ତାନୁପ୍ରଭା ବେଉରା ,CWC chairperson, ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଶ୍ରୀ ମନୋଜ କୁମାର ତ୍ରିପାଠୀ, ନିଜ ଅଭିଭାଷଣ ରେ ପ୍ରକାଶ କରିଥଲେ ଶିକ୍ଷା, ସ୍ୱାସ୍ଥ୍ୟ କିପରି ନାରୀ ସୁରକ୍ଷାର ଚାବି କାଢି ,PO ସୁହଗି ହେବ୍ରମ, ମୁଖ୍ୟ ପରିର୍ଦଶିକା ବଲ୍ୟବାତୀ ମହାନ୍ତି DHEW ର DC, ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ, ବେଟି ବଚାଓ ବେଟି ପଢାଓ କାଯ୍ୟକ୍ରମ

ଅଧୀନରେ ଥିବା ବର୍ଷ ବ୍ୟାପି ଆୟୋଜିତ ହୋଇଥିବା ବିଭିନ୍ନ ସଚତନତା କାଯ୍ୟକ୍ରମ ଯଥା- କ୍ରୀଡା ,debet,ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସୁକୃତ କରାଯାଇଥିଲା, ପ୍ରୋଗ୍ରାମ ଅଫସର ଧନ୍ୟବାଦ ଅର୍ପଣ କରିଥିଲେ, ସମଗ୍ର ଜିଲ୍ଲା ର Cdpos, Supervisors , ଅଙ୍ଗନୱାଡି କର୍ମୀ, କିଶୋରୀ ବାଳିକା ଉପସ୍ଥିତ ଥିଲେ
