ଜାତୀୟ ସ୍ବାସ୍ଥ୍ୟ ମିଶନ, ନିର୍ଦେଶିକା ଓଡିଶା ସରକାର ତଥା ରାଜ୍ୟ ପ୍ରଭାରୀ ଅଧିକାରିଣୀ ଡଃ.ବୃନ୍ଦା ଡି ଙ୍କ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ

ଜାତୀୟ ସ୍ବାସ୍ଥ୍ୟ ମିଶନ, ନିର୍ଦେଶିକା ଓଡିଶା ସରକାର ତଥା ରାଜ୍ୟ ପ୍ରଭାରୀ ଅଧିକାରିଣୀ ଡଃ. ବୃନ୍ଦା, ଡି ଙ୍କ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ, କ୍ଷେତ୍ର ପରିଦର୍ଶନ ଓ ବିଭିନ୍ନ ଉନ୍ନୟନମୂଳକ ଯୋଜନା ର ସମୀକ୍ଷା।ଭବାନୀପାଟଣା ତା ୧୭/୧୨/୧୦୨୫ ରାଜ୍ୟ ସରକାରଙ୍କ ଜାତୀୟ ପ୍ରସ୍ଥ୍ୟ ମିଶନ, ନିର୍ଦେଶିକା ଓଡ଼ିଶା ସରକାର ତଥା ରାଜ୍ୟ ପ୍ରଭାରୀ ଅଧିକାରିଣୀ ଡଃ, ଦୃନ୍ଦା, ଡି ଙ୍କ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଛନ୍ତି । ପ୍ରଥମ ଦିନ ତା ୧୭/୧୨/୧୦୨୫ ରିମ ରେ ଲାଞ୍ଜିଗଡ ବ୍ଲକ ର ଗୁଣ୍ଡୁରୀ ପ୍ରିତ ସ୍ନାସ୍ଥ୍ୟ କେନ୍ଦ୍ର, ଉପର ନଙ୍ଗର ବାହାଳୀ ପ୍ରିତ ବିକାଶ ନଗର, କୁମୁତା ପଦର ଗ୍ରାମ ର କାକୁ ଉଦ୍ୟାନ, ବିଶ୍ବନାଥ ପୁର ରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ। ସେ ଗୁଣ୍ଡୁରୀ ସ୍ଥିତ ସ୍ବାସ୍ଥ୍ୟ କେନ୍ଦ୍ର ରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧୁକାରୀ ସହିତ ଗ୍ରାସ୍ଥ୍ୟ ସମସ୍ୟା ଉପରେ ବୁଝିଥିଲେ I ଗର୍ଭଧାରଣ ମା ମାନଙ୍କର ପ୍ରସବ ଯନ୍ତ୍ର ପଞ୍ଜିକରଣ ଠିକ ସମୟରେ କରିବା,ଗର୍ଭଧାରଣ ମା ମାନଙ୍କର ସବୁ ପରୀକ୍ଷା, ଲୋଗୀ ମାନଙ୍କୁ ଉଚିତ ସମୟରେ ବଢିକା ଓ ଟୀକା ପ୍ରଦାନ କରିବା, ଡାକୁର ଖାମା ରେ ଗର୍ଭବତୀ ମା ମାନଙ୍କର ପ୍ରସବ କରାଇବା, ନିମ ଓଜଳ ଥିବା ଶିଶୁ ଉପରେ ଧ୍ୟାନ ଦେବା, ଶିଶୁ ମାନଙ୍କର ସମ୍ପୁର୍ଣ ଟୀକାକରଣ ଯକ୍ଷ୍ମା ରୋଗୀ ଚିହ୍ନଟ କରିବା ଉପରେ ଆଲୋଚନା କରିଥିଲେ । ସାଂଜି ଗ୍ରାମ ପଂଚାୟତ ର ବିକାଶ ନଗର ରେ ମା ମାନଙ୍କ ସୁବିଧା ଓ ଅସୁବିଧା ପଚାରି ବୁଝିଥିଲେ, ଛୋଟ ଛୁଆ ମାନଙ୍କୁ ଅଙ୍ଗନୱାଡି କେନ୍ଦ୍ର ଓ ୫ ବର୍ଷ ରୁ ଉର୍ଧ ପିଲା ମାନଙ୍କୁ ବିଦ୍ୟାଳୟ ପଠାଇନା ପାଇଁ କହିଥିଲେ, ସେମାନଙ୍କର ଆତ୍ମସ୍ଥାନ କାର୍ଡ, ରାସନ କାର୍ଡ, ବୟସ୍କ ମାନଙ୍କର ଇଚ୍ଛା କାର୍ଚ,ପାନୀୟଜଳର ସୁବିଧା, ଜୀବନ ଜୀବିକା ନିର୍ବାହ ପାଇଁ କାର୍ଯ୍ୟ ପନ୍ଥା ଉପରେ ଆଲୋଚନା କରିଥିଲେ ।ସେହିପରି କୁମୁଡାପଦର ର କାଜୁ ଉଦ୍ୟାନ, ବିଶ୍ବନାଥପୁର ରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ I ସେଠାରେ ସ୍ବାସ୍ଥ୍ୟ ଅଧୁକାରୀ, କର୍ମଚାରୀ ଓ ରୋଗୀ ମାନଙ୍କ ସହିତ ବାର୍ଡଳାପ କରିଥିଲେ ଏବଂ ସ୍ବାସ୍ଥ୍ୟ କେନ୍ଦ୍ର ସମସ୍ୟା ମାନ ବୁଝି ଥିଲେ I ପରିଦର୍ଶନ ସମାୟୁ କରି ଜିଲ୍ଲାପାଳ ଙ୍କ ସଦଭାବନା ସଭାଗୃତ ରେ ଆୟୋଜିତ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ର ନିଭିନ୍ନ ସୁଚନାଙ୍କ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ । ଏଥିରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି,ପାନୀୟ ଜଳ, ସମାଜ କଲ୍ୟାଣ, ସମନ୍ବିତ ଜନଜାତି ଉନ୍ନୟନ,ଶିଶୁ ସୁରକ୍ଷା, ଗମନାଗମନ, ଜୀବନ ବୀମା, ସ୍ବାସ୍ଥ୍ୟ ବୀମା,ଯୋଗାଣ, ଦକ୍ଷତା ବିକାଶ, ନିୟୋଜନ, ଗ୍ରାମ୍ୟ ଉନ୍ନୟନ ଇତ୍ୟାଦି ବିଭାଗୀୟ କାର୍ଯ୍ୟକ୍ରମ ର ଅଗ୍ରଗତି ଓ ସଫଳ ରୂପାୟନ ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ପାଖର ସମ୍ମାନ ପ୍ରକାଶ, ଉପ ଜିଲ୍ଲାପାଳ ଧର୍ମଗଡ଼ ପ୍ରେକ୍ଷା ଅଗ୍ରୱାଲ, ଭାରତୀୟ ପ୍ରଶାସନିକ ସେବା (ପ୍ରୋଜେସନ) ଅନିମେଶ ପ୍ରଧାନ, ଉପ ନିର୍ଦ୍ଦେଶକ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଶ୍ରୀ ଶ୍ରୀଳାରୁ ଦନେଇ ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସୁଭୀୟ ଓ ଚୁଜ ସୁରୀୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।ଦ୍ଵିତୀୟ ଦିନ ତା ୧୮/୧୨/୨୦୨୫ ରିଖ ରେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ର ଅଟ୍ଟାନଗୁତା ପ୍ରିତ (କୂତ୍ରିମ ବୁଦ୍ଧିମତା) AI ଅଙ୍ଗନବାଡି କେନ୍ଦ୍ର, ଥୁଆମୂଳ ବ୍ଲକ ଅନ୍ତର୍ଗତ ଯାଇ ସରନି ମା ଗୃହ ଓ ସ୍ବାସ୍ଥ୍ୟ କେନ୍ଦ୍ର, ଥୁଆମୁଲ ରାମପୁର ରୁ ଜାଣିପୁର ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ, ସେହିପରି ଜାଣିଗୁମାର କଫି ଉଦ୍ୟାନ, ମୂଗୁଡା ଠାରେ ପମ୍ପ୍ ଷ୍ଟୋରେଜ୍ ପ୍ରକଳ୍ପ ର ସମୀକ୍ଷା, ଶେଷରେ ଜ‌ୟପାଟଣା ବ୍ଲକ ଅନ୍ତର୍ଗତ ଖଲିଆଇଟ୍ଟା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ।ଏହି ଗସ୍ତ ସମୟରେ ଡ଼ । ବୃନ୍ଦା ଙ୍କ ସହିତ ପ୍ରବେସନାରୀ (ଆଦାସ) ଶ୍ରୀ ଅନିମେଷ ପ୍ରଧାନ, ଉପ ନି% ଶବ୍ଦ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଶ୍ରୀ ଶ୍ରୀକାନ୍ତ ଦଳେଇ, ଜିଲ୍ଲା ମୁଖ୍ୟ ଚିକିତ୍ସାନାରୀ ତାକୁର ନିହାରେନ୍ଦ୍ର ପଣ୍ଡା ଓ ଡିପିଏମ ଦିଲ୍ଲୀପ କୁମାର ଦ୍ରୁଦେ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *