ନୀଳାଚଳ ସଂସ୍କୃତ ମହାବିଦ୍ୟାଳୟ ରେ ବିଶ୍ୱ ମାନବିକ ଅଧିକାର ଦିବସ
ନୀଳାଚଳ ସଂସ୍କୃତ ମହାବିଦ୍ୟାଳୟ ରେ ବିଶ୍ୱ ମାନବିକ ଅଧିକାର ଦିବସ ପାଳିତ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବିଶ୍ୱ ମାନବିକ ଅଧିକାର ଦିବସ ପାଳିତ ହୋଇ ଯାଇଅଛି l ଅଧ୍ୟାକ୍ଷ୍l ମିରlରlଣୀ ଖଣ୍ଡୁଆଳ, କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ଡ଼ ବଳରାମ ଦାଶ ସ୍ବେଛାସେବୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ, ଛାତ୍ରଛାତ୍ରୀ ମାନେ ମାନବିକଅଧିକାର ସମ୍ପର୍କ ରେ ସଚେତନ ହୋଇ ବିଦ୍ୟାଳୟ, ମହାବିଦ୍ୟାଳୟ, ଥାନା, କୋର୍ଟ କଚେରୀ, ସରକାରୀ ଅଫିସରେ ସର୍ବୋପରି ଅବହେଳିତ ଙ୍କୁ ନ୍ୟାୟ ପ୍ରଦାନ ପାଇବା ପାଇଁ ସମାଜରେ ସଂଗ୍ରାମଜାରି ରଖିବା ଉଚିତ l ସରସ ସୁନ୍ଦର ତଥା ବିକଶିତ ଭାରତ ଗଠନ ପାଇଁ ମାନବାଧିକାର ସାବ୍ୟସ୍ତ ହେବା ଦରକାର ବୋଲି ମାତାବ୍ୟକକରିଥିଲେ l
