ନାଉଗାଁ ସାଂସ୍କୃତିକ ପରିଷଦ ପକ୍ଷରୁ ନାଉଗାଁ ମହୋତ୍ସବ ଅନୁଷ୍ଠିତ

Date-08/11/25*ଜଗତସିଂହପୁର ଜିଲ୍ଲା ନାଉଗାଁ ସାଂସ୍କୃତିକ ପରିଷଦ ପକ୍ଷରୁ ନାଉଗାଁ ମହୋତ୍ସବ ଅନୁଷ୍ଠିତ ହୋଇଛି । ନାଉଗାଁ ଶିଖରଘାଟ ଦେବୀ ନଦୀ ତଟରେବୋଇତ ବନ୍ଦାଣ ଉତ୍ସବ ଓ ନାଉଗାଁ ମହୋତ୍ସବ 2025ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଓ ନିର୍ଦେଶକ ପ୍ରଦ୍ୟୁମ୍ନ କୁମାର ଲେଙ୍କା, ପରିଷଦ ର୍ ମୁଖ୍ୟ ଉପଦେଷ୍ଟା ଜ୍ୟୋତିଷ ଚନ୍ଦ୍ର ଦାସ, ସମ୍ପାଦକ ସରୋଜ କୁମାର ନାୟକ, ରୋଟାରି ଗଭର୍ଣର୍ ଯଜ୍ଞଶିଷ ମହାପାତ୍ର ଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ର ସ୍ମୃତିଗଥା ଉଦଜିବିତ ରଖିବା ପାଇଁ ନାଉଗାଁ ସାଂସ୍କୃତିକ ପରିଷଦ ପକ୍ଷରୁ ଆହୁ କାର୍ଯ୍ୟକ୍ରମକରାଯାଉଛି ବୋଲି ଆୟୋଜକ ତଥା ଅତିଥି ମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *