ଡିଜିଟାଲ ଜନଗଣନା’ କାର୍ଯ୍ୟକ୍ରମରେ ସ୍ୱ-ପଞ୍ଜୀକରଣ କଲେ ନବୀନ ପଟ୍ଟନାୟ
ଦେଶରେ ଆରମ୍ଭ ହୋଇଥିବା ‘ଡିଜିଟାଲ ଜନଗଣନା’ କାର୍ଯ୍ୟକ୍ରମରେ ଆଜି ଅଂଶଗ୍ରହଣ କରି ସ୍ୱ-ପଞ୍ଜୀକରଣ କଲେ ବିରୋଧୀ ଦଳ ନେତା ନବୀନ….ସଠିକ୍ ତଥ୍ୟ ହିଁ ଆଗାମୀ ଦିନରେ ଜନକଲ୍ୟାଣମୂଳକ ଯୋଜନା ପ୍ରସ୍ତୁତିରେ ସହାୟକ ହେବ। ଆସନ୍ତୁ, ଏହି ଅଭିଯାନରେ ସହଯୋଗ କରିବା ସହ ରାଜ୍ୟର ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଭାଗିଦାର ହେବା ବୋଲି କହିଲେ
