ନୟାଗଡ଼ ତରଫରୁ ଜିଲ୍ଲାପାଳ ଙ୍କ ସଦଭାବନା ଗୃହରେ ବେଟି ବଢ଼ାଓ ବେଟି ବଚାଓ BBBP ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

କନ୍ୟା ଆମର ଅମୁଲ୍ୟ ରତ୍ନ, ଭଲରେ ନେବା ତାହାରି ଯତ୍ନ ।ତା26-09-2025 ରିଖ ନୟାଗଡ଼।ଜିଲ୍ଲା ସମାଜ ମଙ୍ଗଳ ବିଭାଗ ନୟାଗଡ଼, ତରଫରୁ ଜିଲ୍ଲାପାଳ ଙ୍କ ସଦଭାବନା ଗୃହରେ ବେଟି ବଢ଼ାଓ ବେଟି ବଚାଓ BBBP ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି lଉକ୍ତ ଶିବିରରେ ଜିଲ୍ଲା ର DLSA ସେକ୍ରେଟାରୀ ଅଞ୍ଜଳୀ ମାଛକୁଣ୍ଡ ଉତ୍ସ ସମ୍ପାଦକ ଭାବରେ ଯୋଗଦେଇଥିଲେ,ADM ବିଜୟାନନ୍ଦ ନାୟକ, ଉପଜିଲ୍ଲାପାଳ ଶ୍ରୀ କର୍ଣ୍ଣଦେବ ସମlଦାର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପଲତା ପାତ୍ର, PO Cum PO – ଶ୍ରୀମତୀ ଜୟଶ୍ରୀ ପ୍ରଧାନ, ମହିଳା ସଶକ୍ତିକରଣ ର ଜିଲ୍ଲା ସଂଯୋଜକ ନୟାଗଡ଼ – ଶ୍ରୀ ସୌମ୍ୟ ରଞ୍ଜନ ଦାଶ ସମସ୍ତ ମଞ୍ଚାଶୀନ ଅତିଥି ଉପସ୍ଥିତ ରହି BBBP ଉପରେ ଆଲୋଚନl କରିବା ସହିତ ଉପସ୍ଥିତ ଥିବା ସହିତ ବିଭିନ୍ନ ଜିଲ୍ଲା ସ୍ତରୀୟ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ ଏବଂ DLSA ସେକ୍ରେଟାରୀ ସମସ୍ତଙ୍କ ସହିତ ଆଲୋଚନ କରି କିପରି ଭାବରେ ନୟାଗଡ଼ ଜିଲ୍ଲା ର ସମସ୍ତ ଗ୍ରାମାଞ୍ଚଳ ରେ ଭୃଣ ହତ୍ୟା ନ ହେବ ସେ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ ଏବଂ ଉପରିସ୍ଥ ସମସ୍ତ କାର୍ଯ୍ୟକ୍ରମ କୁ District Hub Empowernment of women ର ସମସ୍ତ କାର୍ଯ୍ୟକ୍ରମ କୁ ତୁଲାଇଥିଲେ, ଏବଂ ପରିଶେଷରେ DSWO ସମସ୍ତ ଙ୍କୁ ସାଧୁବାଦ ଦେଇ ସଭା ସାଙ୍ଗ କରିଥିଲେ

Leave a Reply

Your email address will not be published. Required fields are marked *