ନୟାଗଡ଼ ତରଫରୁ ମିଶନ ଶକ୍ତି ଭବନ
ଆଦ୍ୟ ତା -25 -09-2025 ରିଖ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ନୟାଗଡ଼, ତରଫରୁ ମିଶନ ଶକ୍ତି ଭବନ ନୟାଗଡ ଠାରେ ଯୌତୁକ ନିଷେଧ ଅଧିନିୟମ 1961 ବିଷୟ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି lଉକ୍ତ ଶିବିରରେ ଜିଲ୍ଲା ର DLSA ସେକ୍ରେଟାରୀ ଅଞ୍ଜଳୀ ମାଛକୁଣ୍ଡ ଉତ୍ସ ସମ୍ପାଦକ ଭାବରେ ଯୋଗଦେଇଥିଲେ, ଉପଜିଲ୍ଲାପାଳ ଶ୍ରୀ କର୍ଣ୍ଣଦେବ ସମlଦାର, Deputy Collector, Madam ତପତି ରାଜ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପଲତା ପାତ୍ର, PO Cum PO – ଶ୍ରୀମତୀ ଜୟଶ୍ରୀ ପ୍ରଧାନ, ବରିଷ୍ଠ ଆଇନଜୀବୀ – ଶ୍ରୀ ରମେଶ ଚନ୍ଦ୍ର ମହାରଣା, ମହିଳା ସଶକ୍ତିକରଣ ର ଜିଲ୍ଲା ସଂଯୋଜକ ନୟାଗଡ଼ – ଶ୍ରୀ ସୌମ୍ୟ ରଞ୍ଜନ ଦାଶ ସମସ୍ତ

ମଞ୍ଚଶୀନାରେ ଉପସ୍ଥିତ ରହି ଯୌତୁକ ନିଷେଧ ବିଷରେ ଆଲୋଚନା କରିବା ସହିତ ଉପସ୍ଥିତ ଥିବା ବିଭିନ୍ନ ସମ୍ପ୍ରଦାୟରେ ବ୍ୟକ୍ତିବିଶେ ଯଥା ପୁରୋହିତ, କାଜି, SHG member, OSC staff,, Shakti Sadan Staff, ସମସ୍ତଙ୍କ ସହିତ ଆଲୋଚନ କରି କିପରି ଭାବରେ ନୟାଗଡ଼ ଜିଲ୍ଲା ର ସମସ୍ତ ଗ୍ରାମାଞ୍ଚଳ ରେ ଯୌତୁକ ପ୍ରଥା କିପାରୀ ମୂଳପୋଛ କରିବା ଡେପୁଟି collector ମାଡାମ ସମସ୍ତ ଙ୍କୁ ଶପଥ ପାଠ କରେଇବା ସହ DLSA ସେକ୍ରେଟାରୀ ମାଡାମ ଜୁଡ଼ିସିଆରି ଅଇନି କାନୁନ, Charge Sheet କିପରି ହବ ସମସ୍ତ ଅବଗତ କରେଇଥିଲେ ଏବଂ ଉପରିସ୍ଥ ସମସ୍ତ କାର୍ଯ୍ୟକ୍ରମ କୁ District Hub Empowernment of women ର ସମସ୍ତ ଷ୍ଟାଫ୍ଫ କାର୍ଯ୍ୟକ୍ରମ କୁ ତୁଲାଇଥିଲେ, ଏବଂ ପରିଶେଷରେ DSWO ସମସ୍ତ ଙ୍କୁ ସାଧୁବାଦ ଦେଇ ସଭା ସାଙ୍ଗ କରିଥିଲେ l
