ଅବସର କାଳୀନ ସମ୍ବୋଧନ

ଖୋର୍ଦ୍ଧା ନିଉଇଣ୍ଡିଆ ରେ କାଯ୍ୟରତ ହୃଦୟରଞ୍ଜନ ମିତ୍ର ନିଜ କାର୍ଯ୍ୟ ରୁ ଅବସର ଗ୍ରହଣ କରିସାରିଛନ୍ତି । ସେ ଜଣେ ଦକ୍ଷ ପ୍ରଶାସକ ମି଼ଳାପି ବ୍ୟକ୍ତି ଥିଲେ । ଶାଖା ପ୍ରବନ୍ଧକ ସମସ୍ତ କର୍ମଚାରି ଏଯେଣ୍ଟ ବନ୍ଦୁ ମାନଙ୍କ ଗହଣରେ ପୁଷ୍ପ ଗୁଛ ଦେଇ ବିଦାୟ କାଳୀନ ସମ୍ବୋଧନ ଦିଆ ଯାଇଥିଲା । ତାଙ୍କ ପରିବାର ସମସ୍ତେ ଭଲରେ ରୁହନ୍ତୁ ଭଗବାନ ଙ୍କୁ ପ୍ରାର୍ଥନା କରାଯାଇଥିଲା ସଭାରେ ଅବସର ପ୍ରାପ୍ତ ସିନିୟର୍ ବ୍ରାଞ୍ଚ ମ୍ୟାନେଜର ସମସ୍ତ କ୍ଷେତ୍ର ଅଧିକାରୀ ଉପସ୍ଥିତ ଥିଲେ

ଖୋର୍ଦ୍ଧା ରୁ ପ୍ରମୋଦ କୁମାର ମହାପାତ୍ର ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *