ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରି ଶ୍ରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉକରି ଜଣେ ଯୁବକ ଯାହାଙ୍କ ନାମ ରାକେଶ କୁମାର ଆଚାର୍ଯ୍ୟ ,ବୟସ -24 ବର୍ଷଙ୍କୁ କୋଣାର୍କ ବଜ଼ାରସ୍ଥିତ post office ସାମ୍ନାରୁ ଗିରଫ କରି ତାଙ୍କ ନିକଟରୁ 44 ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ଜବତ କରି କୋଣାର୍କ ଅବକାରୀ ଥାନା କେସ ନଂ -144/23-24ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କlରାଗIରକୁ ପଠାଯାଇଛି. ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 4,40,000/-ଟଙ୍କାରୁ ଉର୍ଦ୍ଧ ହେବ.ଏହି ଚଢ଼ାଉରେ ଅବକାରୀ ASI ଜିତେନ୍ଦ୍ର ବେହେରା ,Staff- ସେକ ୱାରିସ,ତପନ ପ୍ରଧାନ, ସ୍ଵାଗତିକା ଘଡେଇ,ଶରତ ସାହୁ ପ୍ରମୁଖ ସାମିଲ ଥିଲେ.

Leave a Reply

Your email address will not be published. Required fields are marked *