ଚୋରା କରତକଳ ଉପରେ ଚଢ଼ାଉ,
ଆଜି ବାସୁଦେବପୁର ବନ ବିଭାଗ ପକ୍ଷରୁ କୁମାରପୁର ଠାରେ ଥିବା ଚୋରା କରତକଳ ଉପରେ ଚଢ଼ାଉ, ଯନ୍ତ୍ରାଂଶ ସହ ଶହେ ସିପ୍ଟରୁ ଉର୍ଦ୍ଧ କାଠ ଜବତ କରିଛି । ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଛି ।

ଚଢ଼ାଉ ସମୟରେ ବନାଞ୍ଚଳ ଅଧିକାରୀ କପିଳେନ୍ଦ୍ର ପ୍ରଧାନଙ୍କ ସମେତ ବନବିଭାଗ ର କର୍ମଚାରୀମାନେ ଉପସ୍ଥିତ ଥିଲେ । ଆଜି ସକାଳ ସମୟରୁ ଏହି ଚଢ଼ାଉ ଆରମ୍ଭ ହୋଇ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିଥିଲା ।
