ବ୍ରହ୍ମପୁରର ବିଶ୍ଵ ପ୍ରସିଦ୍ଧ କଣ୍ଢେଇ ଯାତ୍ରା ଅନୁଷ୍ଠିତ

ବ୍ରହ୍ମପୁରର ବିଶ୍ଵ ପ୍ରସିଦ୍ଧ କଣ୍ଢେଇ ଯାତ୍ରା ଅନୁଷ୍ଠିତ।ବ୍ରହ୍ମପୁର,ଆଷାଢ଼ ମାସ ଗୁରୁ ପୂର୍ଣ୍ଣମୀ ଦିନ ବ୍ରହ୍ମପୁର ସହରର ଖାସ୍ପା ସାହିରେ ବିଶ୍ଵ ପ୍ରସିଦ୍ଧ କଣ୍ଢେଇ ଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହି ଯାତ୍ରା ଦୀର୍ଘ 300 ବର୍ଷ ହେଲା ଏଠାରେ ହୋଇ ଆସୁଛି।ପୂର୍ବରୁ ବଜାରରେ ମାଟି ରେ ତିଆରି କଣ୍ଢେଇ ମିଳୁଥିଲା ବର୍ତ୍ତମାନ ତାହାର ସ୍ଥାନ ନେଇଛି ପ୍ଲାଷ୍ଟିକ ଓ ଇଲୋଟ୍ରୋନିକ କଣ୍ଢେଇ ସାମାନ।ବିଭିନ୍ନ ସ୍ଥାନ ରୁ ବହୁ ଦର୍ଶକ ଏଠାକୁ ଆସି ଯାତ୍ରା ର ମଜା ନେଉଛନ୍ତି।

Leave a Reply

Your email address will not be published. Required fields are marked *