ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ ବରଗାଁ ମଣ୍ଡଳ ନିର୍ବାଚନ ଅନିୟ ମିତତା
“”ଆସିକା:- ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ ର ପଲ୍ଲୀ ଠାରୁ କେନ୍ଦ୍ର ପ୍ରତି ୪ ବର୍ଷ ରେ ନିର୍ବାଚନ ହୁଏ। ପ୍ରଥମେ ପଲ୍ଲୀ ପରିଷଦ ନିର୍ବାଚନ ତତ୍ ପରେ ପ୍ରତ୍ୟେକ ମଣ୍ଡଳ ନିର୍ବାଚନ ତାପରେ କେନ୍ଦ୍ର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୁଏ। ବଡ଼ ଦୁଃଖ ଆଉ ପରିତାପର ବିଷୟ ମୂଖ୍ୟ ନିର୍ବାଚନ ଅଧିକାରୀ କୈାଣସି ମଣ୍ଡଳ କୁ ନ ଯାଇ କୂଳାଧିପତି ଓ ଅନ୍ୟ କେନ୍ଦ୍ର ସଦସ୍ୟ ପଠାଇ ଅନିୟମିତତା କରି ନିଜକୁ ଯେପରି ପୁଣି କେନ୍ଦ୍ରୀୟ ନିର୍ବାଚନ ରେ ସହଯୋଗ କରିବେ ସେହି ସଦସ୍ୟ ମାନଙ୍କୁ ନିର୍ବାଚିତ କରାଇଛନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଯେତେବେଳେ ବରଗାଁ ମଣ୍ଡଳ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ପାଇଁ ତାରିଖ ଘୋଷଣା କଲେ ପ୍ରଥମ ନିଜେ ମୂଖ୍ୟ ନିର୍ବାଚନ ଅଧିକାରୀ ନ ଆସି ତାଙ୍କର ଅନୁଗାମୀ କୁ ପ୍ରେରିତ କରି ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରନ୍ତି କୂଳାଧିପତି ଗୋଷ୍ଠୀ ପୂର୍ବରୁ ପ୍ରସ୍ତୁତ ହୋଇଛନ୍ତି ତାଙ୍କର ଗୋଷ୍ଠୀକୁ ନିର୍ବାଚିତ କରଵା ଲାଗି କିନ୍ତୁ ୩୨ ପଲ୍ଲୀ ପରିଷଦ ସଭାପତି ଓ ସଭ୍ୟ ଏହି ଅନିୟମିତତା କୁ ବିରୋଧ କରି ସଭା ସ୍ଥଳରୁ ଉଠି ବିରୋଧ। ନିର୍ବାଚନ କରିବାପାଇଁ ଆସିଥିବା ଗୋଷ୍ଟି ନିର୍ବାଚନ ବାତିଲ କରି ଚାଲିଗଲେ ପୁଣି ନିଜେ ମୂଖ୍ୟ ନିର୍ବାଚନ ଅଧିକାରୀ ପୁଣି ନିର୍ବାଚନ କରିବାପାଇଁ ବରଗାଁ ମଣ୍ଡଳ ସଭା ସ୍ଥଳରେ ପହଁଚିଲେ ପୂର୍ବଭଳି ସେ ମଧ୍ୟ କାଳୁ ପ୍ରଧାନ ଅସିଦ୍ଧ ଓ ତାଙ୍କର ପୂର୍ବ ପ୍ରସ୍ତୁତି ଅନୁଗାମୀ କୁ ନେଇ ଘୋଷଣା କଲେ ଯାହାକି ସମ୍ବିଧାନ ବିରୋଧି ପୁଣି ବରଗାଁ ମଣ୍ଡଳ ର ସମସ୍ତ ପଲ୍ଲୀ ପରିଷଦ ସଭାପତି ଓ ସଭ୍ୟ ବିରୋଧ କରି କହୁଛନ୍ତି ଏହି ଅନ୍ୟାୟ ଚଳିବ ନାହିଁ କହି ସଭା ସ୍ଥଳ ଛାଡି ଚାଲିଗଲେ ସମସ୍ତ ୩୨ ପଲ୍ଲୀ ପରିଷଦ ପ୍ରକାଶ କରିଛନ୍ତି ଯେତେବେଳେ ପର୍ଯ୍ୟନ୍ତ ୩୨ ପଲ୍ଲୀ ନିଜେ ମୂଖ୍ୟ ନିର୍ବାଚନ ଅଧିକାରୀ ଥାଇ ମଣ୍ଡଳ ସଭାପତି ଓ କର୍ମ କର୍ତ୍ତା ବାଛିବେ ନାହିଁ ଏପରି ପ୍ରତି ସମୟ ରେ ଅନ୍ୟାୟ ହେଲା ବରଗାଁ ମଣ୍ଡଳ ବିରୋଧ କରିବେ
