NEWS
*ଆଜି ଗଞ୍ଜାମ ଓକିଲ ସଂଘର ସମ୍ମିଳନୀ କକ୍ଷରେ ଏକ ସମ୍ବର୍ଦ୍ଧନା ଉଛବ ରେ ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ମାନ୍ୟବର ସିତାଂସୁ ମୋହନ ଦ୍ବବେଦୀ, ଉପାଧ୍ୟକ୍ଷ ମାନ୍ୟବର ରାଜୀବ କୁମାର ମହାନ୍ତି, ପରିଷଦର ଉପଦେଷ୍ଟା ମାନ୍ୟବର ମିଲନ କାନୁନଗୋ ଓ ପରିଷଦର ମାନ୍ୟବର ସଭ୍ୟ ବୃନ୍ଦଙ୍କୁ ଓକିଲ ସଂଘର କର୍ମକର୍ତ୍ତା ଗଣ ସମ୍ବର୍ଦ୍ଧିତ କଲେ । ଏହି ଉଛବରେ ଗଞ୍ଜାମ ଓକିଲ ସଂଘର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ*
