NEWS
ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ପୋଚିଲିମା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଉପସ୍ଥିତ ରେ ଆମ ଓଡ଼ିଶା ନବୀନ ଓଡ଼ିଶାର ପ୍ରକଳ୍ପ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପଞ୍ଚାୟତ ର ସମସ୍ତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ବିଡ଼ିଓ ସାର୍ ଙ୍କ ଦ୍ଵାରା ଅନୁମୋଦନ ପାଇଁ ପଠାଗଲା
ଗଂଜାମ ଜିଲ୍ଲା ରିପୋର୍ଟ କୃଷ୍ଣ ଚନ୍ଦ୍ର ସାମନ୍ତରାୟ
