ନିମାପଡାnews
ଚାରିଛକ ନିକଟସ୍ତ ଅନ୍ନପୂର୍ଣ୍ଣା ବିଦ୍ୟାଳୟ ନିକଟରେ ଏକ ହାଇ ୱା ନମ୍ୱର od05bk 2199 ଗୋପ ପଟୁ ଦୃତ ବେଗରେ ଆସୁଥିବା ବେଳେ ଛନିଜଙ୍ଗ ରୁ ଏକ ବାଏକି ଯୋଗେ ଆସୁଥିବା ବେଳେ ତାଙ୍କୁ ଧକା ଦେଇଥିଲା ଘଟଣା ସ୍ଥଳରେ ବାଇକି ଆରୋହୀ ଙ୍କ ର ମୃତୁ ଘଟିଛି ।ମୃତୁ ହୋଇଥିବା ବ୍ୟକ୍ତି ଜଣକ ଛଣିଜଙ୍ଗ ଗ୍ରାମର ସୁନିଲ ମହାପାତ୍ର ବୟସ 54 ବର୍ଷ। ହେବ ସେ ଜଣେ ପାଲା ଗାୟକ ରୂପେ ଏ ଅଞ୍ଚଳ ରେଜଣା ଶୁଣା ଥିଲେ ।

ଚାରି ଛକ ଥାନା ଅଧିକାରୀ ଘଟଣା ସ୍ଥଳ ରେ ପହଞ୍ଚି ଗାଡ଼ି ଡ୍ରାଇଭର କୁ ଉଧାର କରି ଥାନା ନେଇଥିବା ବେଳେ ଘଟଣା ସ୍ଥଳରେ ଏବେ ଉଗ୍ର ରୂପ ନେବାର ଲାଗିଛି । ସହ ସହ ଗାଡ଼ି ରାଜ ରାସ୍ତା ଉପରେ ଅଟକି ରହିଛି ।ଘଟଣା ସ୍ଥଳରେ ପୋଲିସ୍ ପ୍ରଶାସନ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ରାସ୍ତା ଉପରେ ଏବେ ନିଆ ଜାଳି ପ୍ରତିବାଦ କାରୁଛନ୍ତି ଲୋକମାନେ
