ଲୋକଙ୍କ ସେବାରେ ନୁଆଁ ଇଲେକ୍ଟ୍ରିକ ଦୋକାନ l

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର NAC ଅନ୍ତର୍ଗତ ବସ୍ ଷ୍ଟାଣ୍ଡ ପାଖରେ KR ଇଲେକ୍ଟ୍ରିକାଲସ ନାମକ ଏକ ଇଲେକ୍ଟ୍ରିକ ଦୋକାନ ଲୋକଙ୍କ ସେବାରେ ଶୁଭାରମ୍ଭ କରା ଗଲା l ଏଥିରେ ଦୋକାନ ମାଲିକ ଙ୍କ ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୋକାନ କୁ ନିଜ କରକମଳ ରେ ଉଦଘାଟନ କରିଥିଲେ l ଏହି ଶୁଭ ଅବସରରେ ଭିଭିନ୍ନ ମାନ୍ୟ ଗଣ୍ୟ ଅତିଥି ମାନେ ଯୋଗ ଦେଇଥିଲେ l ଏଥିରେ ସମସ୍ତ ପ୍ରକାରର ଇଲେକ୍ଟ୍ରିକ ସମାନ ସହ ପ୍ଲମ୍ବର ଏବଂ ସାନିଟାରୀ ସମାନ ବିକ୍ରି କରାଯାଏ ବୋଲି ଦୋକାନ ମାଲିକ ମନୋଜ କୁମାର ପାତ୍ର କହିଛନ୍ତି l

Leave a Reply

Your email address will not be published. Required fields are marked *